ଇମାନେ ନାଇଁ ନେଉନ୍ ଟିକା

0

କରୋନା ଟିକା ଇହାଦେ ସବୁନେ ଦିଆଯାଉଛେ । ହେଲେ ସମସ୍ତେ ଟିକା ନେଇପାରବେ କି ନାଇଁ, କାଣା ଅସବିଧା ଥିଲେ ନାଇଁ ନେବାର କଥା ଟିକା ଇସବୁକେ ନେଇକରି ସମକଁର ଭିତରେ ପ୍ରଶ୍ନ ରହିଛେ । ବହୁତ୍ ଲୋକ୍ ଇ ଡରଥି ଟିକା ନେବାର ଥିଲେ ଭିଏ୍ ନାଇଁ ଯିବାର ଟିକା ନେବାର ଲାଗି । କିଛିଟା ଗୁଜବ୍ ଭିଲ୍ ପ୍ରଚାର ହେଉଛେ ଯେନ୍ତା ପିରିୟଡସ୍ ସମିଆଁନେ ଟିକା ନାଇଁ ନେଇପାରନ୍ ମହିଲାମାନେ । ଏନ୍ତା କିଛିଟା ପ୍ରଶ୍ନର ଉତ୍ତର ରଖିଛନ୍ ଡାକ୍ତର ବେଣୁଧର ପାଣ୍ଡେ । ସେ ଗର୍ଭବତୀକଁର ଟିକା ନେବାର ଉପରେ ଉପରେ ଭଲ ଭଲ ପରାମର୍ଶ ଦେଇଛନ୍ । ତ ଇସବୁ ପ୍ରଶ୍ନର ଉତ୍ତର ଜାନମା ପହରାର ଆଜିର ଇ ଭିଡିଓନେ ।

Leave A Reply

Your email address will not be published.