ଆମେରିକାନୁ ଦୀଆଲିର ଶୁଭେଚ୍ଛା

ଜୋ ବିଡେନ୍ ଆରୁ କମଳା ହ୍ୟାରିସ୍ ଭାରତବାସୀକୁଁ ଜନାଲେ ଦୀଆଲିର ଶୁଭେଚ୍ଛା

0

ଦୀଆଲିନେ ଆମେରିକାର ନୂଆ କରି ରାଷ୍ଟ୍ରପତି ନିର୍ବାଚିତ୍ ହେଇଥିବାର ଜୋ ବାଇଡେନ୍ ଆରୁ ଉପରାଷ୍ଟ୍ରପତି ନିର୍ବାଚିତ୍ ହେଇଥିବାର କମଳା ହ୍ୟାରିସ୍ ଶୁଭେଚ୍ଛା ଜନେଇଛନ୍ । ଯୁକ୍ତରାଷ୍ଟ୍ର ଆମେରିକା ତରଫୁ ଭାରତ ଆରୁ ପୁରା ଦୁନିଆଁନେ ଦୀଆଲି ମନଉଥିବାର ସବୁ ଭାରତୀୟକୁଁ ଦୀଆଲିନେ ଗୁର୍ଦ୍ଦୁଟେ ଶୁଚ୍ଛୋ ଜନଉଛନ୍ ବଲି କହିଛନ୍ । କରୋନା ସମିଆଁନେ ଲୁକକଁର ଘରେ ଅନ୍ଧାର ବଦଲେ ଉଜଲ ହେଉ ବଲି ପ୍ରାର୍ଥନା କରିଛନ୍ ଆରୁ ସବକର ଜୀବନ୍ ଉକିଆଥି ଭରିଯାଉ ବଲି କହିଛନ୍ ।

ସେଆଡେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିଲ୍ ଦୀଆଲିର ଶୁଭେଚ୍ଛା ଜନେଇଛନ୍ । ଦୀପ୍ ଜାଲିକରି ହ୍ୱାଇଟ୍ ହାଉସନୁ ଦୀଆଲିର ଲାଗି ଭାରତୀୟକୁଁ ଅଭିନନ୍ଦନ ଆରୁ ଭଲପାଏବାର ଜନେଇଛନ୍ । ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପେଓ ଭିଲ ଟ୍ୱିଟ୍ କରିକିନା ଦୀଆଲିର ଶୁଭେଚ୍ଛା ଜନେଇଛନ୍ । ପମ୍ପିଓ କହିଛନ୍ ଯେ ଅନ୍ଧାର ଉପରେ ଉକିଆର ଜିତ୍ ପାଲନ କରୁଥିବାର ସଭିକୁଁ ଦୀଆଲିର କେତନିଟେ ଶୁଭେଚ୍ଛା ।

Leave A Reply

Your email address will not be published.