ମହିପାଣି ଟ୍ରେନ୍ ଦୁର୍ଘଟଣାନେ ହାତୀ ମରବାର ଘଟନା

ଟ୍ରେନ୍ ଡ୍ରାଇଭରକୁଁ ହାଜିର ଲାଗି ବନ ବିଭାଗର ନିର୍ଦ୍ଦେଶ, ଆଏଜ ହାଜିର ନାଇଁ ହେଲେ ହେବେ ଗିରଫ୍‌

0

ସୁନ୍ଦରଗଡ଼ ବିଶ୍ରା ମହିପାଣି ପାଶେ ଟ୍ରେନ୍ ଧକ୍କାନେ ଦୁଇଟା ହାତୀ କଟିକରି ମରବାର ଘଟନାନେ ବନ ବିଭାଗର ତଦନ୍ତ । ଘଟନାର ତଦନ୍ତ ଉତାରୁ ଟ୍ରେନ୍ ଡ୍ରାଇଭରକଁର ନାଁନେ ମାମଲା ରୁଜୁ କରାଯାଇଛେ । ଶୁକ୍ରବାର ଟ୍ରେନ୍ ଡ୍ରାଇଭରକୁଁ ଗିରଫ୍ କରାଯିବା ବଲି ସୂଚନା ମିଲିଥିଲା । ଟ୍ରେନ୍ ଡ୍ରାଇଭରକୁଁ ବନ ବିଭାଗ ପାଶେ ହାଜର ହେବାର ଲାଗି ଏଆରଏମକୁଁ ଚିଠି ଲେଖିଛେ ବନ ବିଭାଗ । ଯଦି ସେ ଆଏଜ୍ ହାଜର ନାଇଁ ହେବେ ବେଲେ ତାକୁଁ ଗିରଫ୍ କରାଯିବା । ଅଏତକା ସ୍ପିଡ୍‌ନେ ଟ୍ରେନ୍ ଚଲାବାରର କାରଣନୁ ହାତୀ ଦୁଇଟା କଟିକରି ମରିଥିବାର ବନବିଭାଗ ତଦନ୍ତନୁ ଜନାପଡିଛେ । ଡେର୍ ରାଏତ୍ ଇ ଦୁର୍ଘଟଣା ଘଟିଥିବାର ନେଇକରି ଜନାପଡିଛେ । ସୂଚନା ହିସାବେ ୧୪ ଟିକିଆ ହାତୀ ଗୁହୁଡା ମହିପାଣିନୁ ଝାଡଖଣ୍ଡ ସଂରକ୍ଷିତ୍ ଜଙ୍ଗଲ ଆଡକେ ଯାୁଥିବାର ବେଲକେ ଏନ୍ତା ଦୁର୍ଘଟଣା ଘଟିଥିଲା । ମରିଥିବାର ଦୁହି ମାଇ ହାତୀକଁର ବୟସ ୧୫ ଆରୁ ୮ ବରଷ୍ ହେଇଥିବାର ବନ ବିଭାଗ ଆଡୁ ସୂଚନା ଦିଆଯାଇଛେ ।

Leave A Reply

Your email address will not be published.