ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼ନେ ୬ ହଜାର ୮ଶହ କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ କରବେ ମୁଖ୍ୟମନ୍ତ୍ରୀ

0

ଆଏବାର କାଲି ସୁନ୍ଦରଗଡ଼ ଯିବେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀକଁର ଗସ୍ତ ନେଇକରି ସବୁ ପ୍ରସ୍ତୁତି ଶେଷ୍ ଖେପେ ଥିବାର ବେଲକେ ଆଏବାର କାଲି ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ କରାବାର କାର୍ଯ୍ୟକ୍ରମ୍ ରହିଛେ । ପାଖାପାଖି ୬ ହଜାର ୮ଶହ କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ । ସେଆଡେ ମୁଖ୍ୟମନ୍ତ୍ରୀ ଯିବାର ଆଘୋନୁ ୧୭ ମନ୍ତ୍ରୀ ଆରୁ ୭୦ନୁ ଅଏତକା ବିଧାୟକ ଭିନ୍ ଭିନ୍ କାମ୍‌ର ତଦାରଖ କରିଛନ୍ । ଇତାର ସାଙ୍ଗେ ଭିନ୍ ଭିନ୍ ପଂଚାୟତ୍ ଆରୁ ବ୍ଲକ୍‌ନେ ବୈଠକ୍ କରାଯାଇକରି ସମୀକ୍ଷା କରାଯାଇଛେ । ଗଲା ବଛର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଗସ୍ତ କରିକିନା ୧୨୦୦କୋଟି ଟଙ୍କାର ପେକେଜ୍ ଘୁଷଣା କରିଥିଲେ । ଇଥର ଫେର୍ ୬ ହଜାର ୮ଶହ କୋଟିର ପେକେଜ୍ ଦେବାର କାର୍ଯ୍ୟକ୍ରମ୍ ରହିଛେ । ପିଇବାର ପାଏନ୍‌, ଜମିକେ ଜଲସେଚନ୍‌, ରାସ୍ତା ସାଙ୍ଗେ ଦୁଶରା ପ୍ରକଳ୍ପର ଶିଳାନ୍ୟାସ୍ ଆରୁ ଉଦଘାଟନ୍ କରିଛନ୍ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.