Browsing Category

ପଶ୍ଚିମ୍ ଓଡ଼ିଶା

ସୋନପୁରର ନ୍ୟୁଜ୍ ମେନ୍

ଆପଣ କାଣା ଗୁଟେ କରବାର୍ ଲାଗି ଆପଣ ଝନେ ସେଲିବ୍ରିଟି ହେଲେ ଯେ ଚଲେ ହେନ୍ତା ନାଇଁସେ, କିଛି ବି କରୁଥାଉନ୍ , କିହେ ନାଇଁ ବି ଜାନିଥାଉନ୍ କିଛି ଭଲ୍ କାମ୍ କରବାର୍ ଇଚ୍ଛା ଶକ୍ତିଥିଲେ ନିହାତି କରିପାରବେ । ଆର୍ ଇ କଥାର ଏକା ଗୁଟେ ଉଦାହରନ୍ ହେଉଛନ୍ ସୋନପୁର ବଡବଜାରର ଯୁଧିଷ୍ଟିର ସାହୁ । ସେ…

ରାଏଜ୍‌ନେ କାଏ ସତେ କମ୍‌ବାର୍‌କେ ଲାଗିଛେ କରୋନା ସଂକ୍ରମଣ

ସାରା ଦେଶ୍‌ନେ କରୋନା ସଂକ୍ରମଣ ଦିନ୍ କୁ ଦିନ୍ ଉପର୍‌ମୁହାଁ ହେବାର୍ କେ ଲାଗିଥିବାର୍ ବେଲ୍‌କେ । ଦିନ୍ କୁ ଦିନ୍ ସଂକ୍ରମଣ ବଢୁଛେ । ସେ ଭିତ୍‌ରେ ଆମର୍ ରାଏଜ୍ ନେ ବି କରୋନା ସଂକ୍ରମଣ ଗଲା କିଛିନ୍ ହେଲା ହୁ ହୁ ହେଇକରି ବଢି ଚାଲିଥିଲା । ହେଲେ ଇହାଦେ ତାଲାବନ୍ଦ୍ ଉତାରୁ ଗଲା ୩ ଦିନ୍ ହେବା…

ଅକ୍ସିଜେନ୍ ଅଭାବ୍ ଲାଗି ହାଲ୍ ବେହାଲ, ରୋଗୀକଁର୍ ପାଖକେ କେନ୍ତା ପହଞ୍ଚିବା

ଅକ୍ସିଜେନ୍ ଲାଗି ଇହାଦେ କେତେ କଥା । ଅକ୍ସିଜେନ୍ ଲାଗି ଇହାଦେ ହସପିଟାଲ ମାନେ କାନ୍ଦି ପକଉଛନ୍ । ଦରକାରନୁ କମ୍ ଅକ୍ସିଜେନ୍ରେ ଇହାଦେ ହସପିଟାଲ ଚାଲୁଛେ । ଦରକାରନୁ କମ୍ ଅକ୍ସିଜେନ୍ ଲାଗି ଇହାଦେ ନିଜର ଲୁକକଁର୍ ଆଏଁଖ୍ ସମାନାନେ ଲୁକକଁର୍ ଜୀବନ୍ ଯାଉଛେ । କରୋନାର ବିରୋଧନେ ଇହାଦେ ଦେଶନେ…

ସବକୁଁ ଟିକା ଯୁଗାବାର ଲାଗି ଶେଷେ ଏନ୍ତା ହିସାବେ ମଗାଯାଉଛେ

ଇହାଦେର ସ୍ଥିତି କେନ୍ତା ରହିଛେ ସେଟା କାହାକେ ଅଛପା ନାଇଁନ । କରୋନା ସଂକ୍ରମଣ ପିକ୍‌ନେ ପୁହୁଁଚିଥିବାର ବେଲକେ ଟିକାକରଣ କରାବାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛେ । ହେଲେ ଦେଶନେ ଟିକା ଅଭାବଟା ରହିଥିବାରନୁ ବହୁତ୍ ଲୋକ୍ ଟିକା ନେଇନାଇଁ ପାରବାର ତ ଫେର କେନଠାନେ ଗୁଟେ ଗୁଟେ ଡୋଜ୍ ହିଁ…

କାଁକରି ବଲାଙ୍ଗିରନେ ଏତେ ଫାଇନ୍ ଭରୁଛନ୍ ଲୋକ୍

କରୋନାକେ ସଂକ୍ରମଣକେ କମାବାର୍ ଲାଗି ଇହାଦେ ଲକଡାଉନ୍ ଚାଲିଛେ । ଜାଗା ଜାଗାନେ କଡାକଡି ଭାବେ ଚେକିଂ ଚାଲିଛେ । ଯେନ୍ ମାନେ ଅଯଥା ବାହାରୁଛନ୍ ଫାଇନ୍ ବି ପଡୁଛେ । କି ଯେନ୍ ମାନେ କୋଭିଡ ନିୟମ୍ ନାଇଁ ମାନବାର୍ ସେମାନେ ବି ଫାଇନ୍ ଦଉଛନ୍ । ହେଲେ ବି ଲୋକ୍ ମାନୁଛନ୍ କାଏଁ । ବଲାଙ୍ଗିର…

ଜାତି ଧରମ୍ ନାଇ ଦେଖିକରି ରାମ ନାମ୍ ନେଇକରି କର୍‌ଲେ ଶବ ଦାହ୍

କରୋନା ମହାମାରୀ ଲାଗି ଇହାଦେ ସବୁଆଡେ ଲୋକ ମାନକଁର୍ ଦେହାନ୍ତ ହେଉଥିବାର୍ ବେଲ୍‌କେ ତାକଁର୍ ମର୍ ଶରୀର୍ କେ ପୁଡାବାର୍ ଲାଗି ନିଜର୍ ବନ୍ଧୁ ବାନ୍ଧବ୍ ଆର୍ ପରିବାର୍ ଲୁକେ କରୋନା କେ ଡରିକରି ନାଇ ଆସୁଥିବାର୍ ଟା ଦେଖ୍‌ବାର୍ କେ ମିଲୁଛେ । ହେଲେ ଇହାଦେ ବି ଏନ୍ତା କେତେ ଜଣ ଲୋକ୍ ଅଛନ୍ ଯେନ୍…

ରଝୋ ରଝୋ ବରଷା

ଏତକି ସାଧିହେଲା ଉତାରୁ ଟିକେ ରାହତ୍ ମିଲିଛେ । କରୋନା ସାଙ୍ଗେ ଖରାର ତାତି ଏତକି ବଢିଛେ ଯେ ଲୋକ୍ ଇଥିତାହିଁ ହେଇଯାଉଛନ୍ । ଏନ୍ତାଥି ରଝୋରଝୋ ବର୍ଷା କୁଟଲାକେ ଜୀବନଥି ଟିକେ ଜୀବନ୍ ପସଲା ଲେଖେଁ ଲାଗଲା । ରାଜ୍ୟନେ ଖରାର ତାତି ସାଙ୍ଗେ ଏତକି ଗହଦ ହେଉଛେ ଯେ ଇହାଦେ କେନଦିନ୍ କେନ୍ତା ବର୍ଷା…

ସମ୍ବଲପୁର୍ ଟାଉନ୍‌କେ କେନ୍ତା ହିସାବେ କରାଗଲା ସାନିଟାଇଜ୍

ସମ୍ବଲପୁର୍ ଜିଲ୍ଲାନେ ଫି ଦିନ୍ କରୋନା ସଂକ୍ରମଣ ବଢୁଥିବାର୍ ନୁ ସମ୍ବଲପୁର୍ ଟାଉନ୍ କେ ଜିଲ୍ଲା ପ୍ରଶାସନ୍ ଆଡୁ ସେନିଟାଇଜ୍ କରାଯାଇଛେ । ସମ୍ବଲପୁର୍ ଜିଲ୍ଲାର୍ ସବୁ ଯାଗା ଗଲି ମାନକୁଁ ସବୁଆଡେ ସେନିଟାଇଜ୍ କରାଯାଇଛେ । ଯେନଥିର୍ ଲାଗି କରୋନା ସଂକ୍ରମଣ ଟିକେ କମ୍ ହେଇପାର୍‌ବା । ସେଥିର୍…

ସମ୍ବଲପୁର ରାଜ୍ୟନେ ୧ ଆରୁ ଦେଶନେ ୯ ନମ୍ବରଥି ପୁହୁଞ୍ଚିଲା

କରୋନା ସଂକ୍ରମଣ ଯେନ୍ ହିସାବେ ବଢୁଛେ ଯେ ବେମାରୀ ମାନକଁର ଲାଗି ବେଡ୍ ଭିଲ୍ ନାଇଁ ମିଲବାର । ଫିଦିନ୍ ଏତକି ଏତକି ସଂଖ୍ୟାନେ ବାହାରୁଛନ୍ ପଜିଟିଭ୍ । ପଶ୍ଚିମ ଓଡ଼ିଶାର ପ୍ରାୟ ଜିଲ୍ଲାନେ କରୋନା ରୋଗୀକଁର ସଂଖ୍ୟା ଅଏତକା ରହିଥିବାର ବେଲକେ ସମ୍ବଲପୁର ଜିଲ୍ଲା ହଟସ୍ପଟ୍ ବନିଛେ । ଗୁଟେ ରିପୋର୍ଟ…

ସମ୍ବଲପୁରର ମାରୱାଡି ଯୁବାମଂଚ ବାଣ୍ଟୁଛନ୍ ଅକ୍ସିଜେନ୍

ଦେଶନେ ଇହାଦେ ଅମ୍ଳଜାନ୍ ଅଭାବନୁ ଲୋକମାନକଁର ଜୀବନ୍ ପଲଉଛେ । ଅକ୍ସିଜେନ୍ ଅଭାବ ସମସ୍ୟା ଦୂର୍ କରବାର ଲାଗି ସରକାର ଲାଗିଥିବାର ବେଲକେ ବହୁତ୍‌ଟେ ସ୍ୱେଚ୍ଛାସେବୀ ସଂଗଠନ୍ ଭିଲ୍ ସହଯୋଗ କରୁଛନ୍ । ସମ୍ବଲପୁର ଅଖିଲ ଭାରତୀୟ ମାରୱାଡି ଯୁବାମଂଚ ଆଡୁ ଭିଲ୍ ଏନ୍ତା ସହଯୋଗର ହାତ୍ ବଢଉଥିବାର ଦେଖବାର…