ସିଏମ୍ ନମ୍ବର ୱାନ୍‌, ନବୀନ ପଟ୍ଟନାୟକ

ଫେର୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଲିଷ୍ଟନେ ଆଗାଡେ ରହିଛନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଫେର୍ ନମ୍ବର ୱାନ୍ ନବୀନ ପଟ୍ଟନାୟକ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେର୍ ଥରେ ଲୋକପ୍ରିୟ ମୁଖ୍ୟନ୍ତ୍ରୀ ତାଲିକାନେ ରହିଛନ୍ । ଦେଶର ପ୍ରତିଷ୍ଠିତ୍ ମାଗାଜିନ୍ ଇଣ୍ଡିଆ ଟୁଡେ ଗ୍ରୁପ୍ ଆରୁ କାର୍ଭି ଇନସାଇଟ୍ ଆଡୁ ହେଇଥିବାର ସର୍ଭେନେ ନବୀନକଁର ନାଁ ଲିଷ୍ଟର ପହେଲାନେ ରହିଛେ । ଜାନୁଆରୀ ୨୦୨୧ ମୁଡ୍ ଅଫ୍ ଦ୍ ନେସନ୍ ପୋଲ୍‌ନେ ନବୀନ ପଟ୍ଟନାୟକ ଏକ ନମ୍ବରନେ ରହିଛନ୍ । ଇତାର ଆଘୋନୁ ଏବିପି ଆରୁ ସି ଭୋଟର୍ସ ଆଡୁ ହେଇଥିବାର ସର୍ଭେନେ ଭିଲ୍ ନବୀନ୍‌କଁର ନାଁ ଉପରେ ରହିଥିଲା । ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀକଁର କାମ୍ ଆରୁ ତାକଁର ଲୋକପ୍ରିୟତା ମାପବାର ଲାଗି ଇ ସର୍ଭେ କରାଯାଇଥିଲା । ୫୧ ପ୍ରତିଶତ୍ ଲୋକ୍ ନବୀନକଁର କାମ୍‌କେ ପସନ୍ଦ କରିଥିବାର ବେଲକେ ସେ ନମ୍ବର ୱାନ୍‌ନେ ରହିଛନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଁର କାମ୍ ଆରୁ ତାକଁର ସ୍ୱଚ୍ଛ ମାନସିକତା ତାକୁଁ ଇ ସଫଲତା ଦେଇଛେ । ସେଆଡେ ମୁଖ୍ୟମନ୍ତ୍ରୀ ଫେର ଘାଏ ନମ୍ବର ୱାନ୍‌ନେ ରହିଥିବାର ବେଲକେ ଇହାଦେ ସବୁଆଡୁ ଶୁଭେଚ୍ଛା ଦିଆଯାଇଛେ । ଇ ଲିଷ୍ଟନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୪୧ ପ୍ରତିଶତନେ ରହିକରି ଦୁଇନମ୍ବର ଜାଗାନେ ରହିଛନ୍ । ସେନ୍ତା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ତିନ୍ ନମ୍ବରନେ ରହିଛନ୍ ଆରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚାର ନମ୍ବରନେ ରହିଛନ୍ ।

Leave A Reply

Your email address will not be published.