ବାହାରିଲା ନିଟ୍ ରେଜଲ୍ଟ

ନିଟ୍ ପରୀକ୍ଷାନେ ଓଡ଼ିଶାର ପିଲା କଲେ ଟପ୍‌

0

ବାହାରିଲା ନିଟ୍ ପରୀକ୍ଷା ରେଜଲ୍ଟ । ସର୍ବଭାରୀୟ ସ୍ତରନେ ଓଡ଼ିଆ ପିଲା ସୋଏବ ଆଫତାବ୍ ପରୀକ୍ଷାନେ ଟପ୍ କରିଛନ୍ । ସୋଏବଙ୍କର ଘର ରାଉରକେଲାନେ । ତେଭେ ନିଟ୍ ପରୀକ୍ଷାନେ ଟପ୍ କରବାରନେ ସୋଏବ ପହେଲା ଓଡ଼ିଆ । ସେ ୭୨୦ନୁ ୭୨୦ ମାର୍କ ରଖିକରି ଶତପ୍ରତିଶତ ନମ୍ବର ରଖି କରି ଟପ୍ କରିଛନ୍ । ନ୍ୟାସନାଲ ଟେଷ୍ଟି ଏଜେନ୍ସି ଆଡୁ ଆଏଝ ବେଲବୁଡାନେ ରେଜଲ୍ଟ ବାହାର କରାଯାଇଛେ । http://ntaneet.nic.in ୱେବ ସାଇଟନେ ଲଗଇନ୍ କରିକିନା ପରୀକ୍ଷା ଫଲ ଦେଖିପାରବେ ପରୀକ୍ଷାର୍ଥୀ ।

Leave A Reply

Your email address will not be published.