କିଙ୍ଗ୍ ଖାନ୍ କରୁଛନ୍ ନୁଆ ମୁଭି ପଠାନ୍ ର ତୟାରି 

୨ ବଛର ବାଦ୍ କମ୍‌ବେକ୍ କରୁଛନ୍ ବଲିଉଡ ବାଦାଶାହ

0

ଗଲା ୨ ବରଷ  ପରେ ଶାହ୍‌ରୁଖ୍ କରୁଛନ ବେକ୍ । ତାଙ୍କର ନୁଆ ମୁଭି ପଠାନ୍‌ର ସୁଟିଙ୍ଗ୍ ଲାଗି ତୈୟାରି ଆରମ୍ଭ କଲେ ନ କିଙ୍ଗ୍ ଖାନ୍ । ଫିଲ୍ମ ନେ ତାଙ୍କର୍ ସାଙ୍ଗେ ନଜର ଆସବେ ବଲିଉଡ୍ କୁଇନ ଦୀପିକା ପାଦୁକନ୍ ଆର୍ ଜନ୍ ଆବ୍ରାହମ । ଜାନୁାଆରୀ ନୁ ସୁଟିଙ୍ଗ୍ ଆରମ୍ଭ କରବେ ଦୀପିକା ଆଉ ଜନ୍ ।
ସିର୍ଦ୍ଧାଥ ଆନନ୍ଦ ଙ୍କ ର ମୁଭି ପଠାନ୍ ର ସୁଟିଙ୍ଗ୍ ନଭେମ୍ବର ଶେଷ୍ ଆଡକେ ଆର୍‌ମ୍ଭ କରବାର କେ ଯାଉଛନ କିଙ୍ଗ ଖାନ୍ ।ଶାହରୁଖ୍ ୨୦୧୮ ନେ ଜିରୋ ମୁଭି ନେ ଅନୁଷ୍କା ଆର କ୍ୟାଟ୍ରିନା ଙ୍କ ର ସାଙ୍ଗେ ବଡ ପରଦା ନେ ଦେଖବାର କେ ମିଲିଥିଲା । ପଠାନ୍ ମୁଭି ଗୁଟେ ପ୍ରତିଶୋଧ ମୁଲକ ଘଟନା କେ ନେଇ କରି ତିଆରି କରା ଯାଉଥିବାର ଶୁନବାର୍ କେ ମିଲିଛେ ।

Leave A Reply

Your email address will not be published.