୭୮ ବରଷ୍‌ନେ ଜୋ ବାଇଡେନ୍‌

ଆଏଜ ହେଉଛେ ଜୋ ବିଡେନ୍‌କଁର ଜନମ୍ ଦିନ୍

0

ଆମେରିକାର ନୂଆଁକରି ରାଷ୍ଟ୍ରପତି ନିର୍ବାଚିତ୍ ହେଇଥିବାର ଜୋ-ବିଡେନ୍‌କଁର ଆଏଜ୍ ଜନମ୍ ଦିନ୍ । ୨୦୨୧ ଜାନୁଆରୀନେ ରାଷ୍ଟ୍ରପତି ପଦ ଲାଗି ଶପଥ ନେବାକେ ଯାଉଥିବାର ଜୋ ବିଡେନ୍ ସବୁନୁ ଅଏତକା ବରଷ ଥିବାର ରାଷ୍ଟ୍ରପତି । ଇତାର ଆଘୋନୁ ଥିବାର ରାଷ୍ଟ୍ରପତି ରୋନାଲ୍ଡ ରିଗାନ୍ ସବୁନୁ ଅଏତକା ବରଷ ଥିବାର ରାଷ୍ଟ୍ରପତି ରହିଥିଲେ । ୧୯୮୯ନେ ସେ ହ୍ୱାଇଟ୍ ହାଉସ୍ ଛାଡଲା ବେଲେ ରିଗାନକୁଁ ୭୭ ବରଷ୍ ହେଇଥିଲା । ଇହାଦେର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକଁର ଠାନୁ ୪ ବରଷ୍ ବଡ ଥିବାର ଜୋ ବିଡେନ୍‌କଁର ବୟସ୍ ଆରୁ ଦିହିପାହାକେ ନେଇକରି ଚର୍ଚ୍ଚା ହେଇଥିଲା । ନିର୍ବାଚନ ପ୍ରଚାର ସମିଆଁନେ ଜୋ ବିଡେନ୍‌କଁର ମେଡିକାଲ ରିପୋର୍ଟ ଆସିଥିଲା ଯେନଥିରେ ସେ ପୁରା ସୁସ୍ଥ ଥିବାର ଜନାପଡିଥିଲା । ଆଏଜ୍ ଜୋ ବିଡେନ୍‌କଁର ଜନମ୍ ଦିନେ ତାକୁଁ ଶୁଭେଚ୍ଛା ଜନେଇଛନ୍ ତାକଁର ପ୍ରଶଂସକ୍ ମାନେ ।

Leave A Reply

Your email address will not be published.