ଧନର ଦେବୀ ମାଁ ଗଜଲକ୍ଷ୍ମୀଙ୍କ ର ପୂଜା ହେଲା ମୁଲ

କରୋନା କଟକନା ଭିତରେ ପୂଜା ପାଉଛନ ମାଁ

0

ଢେଙ୍କାନାଳ ର ବିଶ୍ୱପ୍ରସିଦ୍ଧ ମାଁ ଗଜଲକ୍ଷ୍ମୀଙ୍କର ପୂଜା ମୁଲ ହେଇଯାଇଛେ । କରୋନାର କଟକନା ଭିତରେ ସବୁ ନିୟମକେ ମାନିକରି ପୂଜା କରବାର ଲାଗି ଜିଲ୍ଲା ପ୍ରଶାସନ ଆଡୁ କୁହାଯାଇଛେ ଆର ପୂଜା କେନତା ସବୁ ନିୟମକେ ମାନିକରି ହେବା ତାର ଭିଲ୍ ବ୍ୟବସ୍ତା କରାଯାଇଛେ । ୧୧ଦିନ ଧରିକରି ମାଁ’ଙ୍କର ପୂଜା ସବୁ ବଛର ଆଡମ୍ବର ନେ କରାଯାଇଥିସି ହେଲେ ଇ ବଛର କରୋନା ସଂକ୍ରମଣକେ ଦେଖିକରି ସବୁ କଡାକଡି ହିସାବେ ୧୧ ଦିନ ଲାଗି ୩୮ଟା ପୂଜା ମଣ୍ଡପନେ ପୂଜା ପାଏବେ ମାଁ । ଆର୍ ସେଥିର ଲାଗି ପ୍ରଶାସନ ଆଡୁ ପଦକ୍ଷେପ ନିଆଯାଇଛେ । ପୂଜାର ଗାଇଡଲାଇନକେ ଦେଖିକରି ମାଁ’ଙ୍କର ମୂର୍ତିକେ ୪ଫୁଟ କରାଯାଇଛେ ଆର୍ ପୂଜା ମଣ୍ଡପନେ ସର୍ବସାଧାରଣ ଲୋକମାଙ୍କୁ ବାରଣ କରାଯାଇଛେ । ପୂଜା ମଣ୍ଡପକେ ଚାରି ଆଡୁ ବନ୍ଦ କରାଯାଇଥିବାର ବେଲେ ସେ ଭିତରେ ମାଙ୍କର ପୂଜା ବିଧି କରାଯିବା ।

Leave A Reply

Your email address will not be published.