କାଲିନୁୁ ଖୁଲ୍‌ବା ଅଙ୍ଗନବାଡି

0

କରୋନା ମହାମାରୀ ଉତାରୁ ଇହାଦେ ରାଏଜ୍‌ନେ ସବୁ ସ୍କୁଲ୍ , କଲେଜ୍ ଖୁଲିଥିବାର୍ ବେଲ୍‌କେ ରାଜ୍ୟ ସରକାର୍‌କଁର୍ ଆଡୁ ଅଙ୍ଗନ୍‌ବାଡି ଖୁଲ୍‌ବାର୍ କେ ନେଇକରି ନିର୍ଦ୍ଦେଶ ଜାରି ହେଇଛେ । ରାଜ୍ୟ ସରକାର୍‌କଁର୍ ନିର୍ଦ୍ଦେଶ୍ ହିସାବେ ସବୁ ଜିଲ୍ଲା ର୍ ଜିଲ୍ଲାପାଲ ଆର୍ ମୁନସିପାଲିଟି କମିଶନର୍ କଣ୍ଟେନମେଣ୍ଟ ଜୋନ୍ ମାନକୁଁ ଗାଇଡଲାଇନ୍ ସବୁ କଡା କଡି ହିସାବେ ଲାଗୁ କରାଯିବା । ପ୍ରାଥମିକ ବିଦ୍ୟାଲୟ ଖୁଲ୍‌ବାର୍ କେ ନେଇକରି ସରକାର ନିଷ୍ପତି ନେବେ । ସେନ୍ତା ସବୁ କଲେଜ୍ ହଷ୍ଟେଲ୍ ଖୁଲ୍‌ବାର୍ କେ ନେଇକରି ବି ସରକାର୍ ଗାଇଡଲାଇନ୍ ଲାଗୁ କରିଛନ୍ । ସବୁ ସାମାଜିକ୍‌, ଧାର୍ମିକ୍ , ସାଂସ୍କୃତିକ୍ କାମ୍ ମାନକୁଁ ୫୦୦ ଜନକୁଁ ଅନୁମତି ଦିଆଯିବାର୍ ସାଙ୍ଗେ ସବୁ ଗାଇଡଲାଇନ୍ କେ ମାନବାର୍‌କେ ବାଧ୍ୟତାମୂଲକ୍ କରାଯାଇଛେ । ଫେବୃଆରୀ ୧ତାରିଖ୍‌ନୁ ଅଙ୍ଗନବାଡି ଖୁଲବାର୍ କେ ନେଇକରି ସରକାର ନିର୍ଦ୍ଦେଶ ଦେଇଥିବାର୍ ସାଙ୍ଗେ ସବୁ ପ୍ରକାରର୍ ଗାଇଡଲାଇନ୍ କେ ପାଲନ କରବାର୍ କେ ସରକାରକଁର୍ ଆଡୁ ନିର୍ଦ୍ଦେଶ୍ ଦିଆଯାଇଛେ ।

Leave A Reply

Your email address will not be published.