କାଲିଆ ଦର୍ଶନ୍ ଲାଗି ନାଇଁ ଲାଗେ କୋଭିଡ୍ ରିପୋର୍ଟ

ଜାନୁଆରୀ ୨୧ନୁ କାଲିଆ ଦର୍ଶନ୍ ଲାଗି ଆରୁ ଦରକାର ନାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ

0

ଏତକର କରୋନା ନେଗେଟିଭ୍ ରିପୋର୍ଟ ନାଇଁ ଦେଖେଇକରି ଭକତ୍ କରିପାରବେ ଜଗନ୍ନାଥକଁର ଦର୍ଶନ୍ । ପୁରୀ ଶ୍ରୀମନ୍ଦିରନେ ଭକତ୍‌କୁଁ ବିନା କୋଭିଡ ରିପୋର୍ଟନେ ଛଡାଯିବା ମନ୍ଦିର ଭିତରକେ । ଆଏବାର କାଲିନୁ ଇ ବେବସ୍ଥା ଲାଗୁ କରାଯିବାର ନେଇକରି ମନ୍ଦିର ପ୍ରଶାସନ୍ ଆଡୁ ସୂଚନା ରହିଛେ । ଜିଲ୍ଲାପାଳ ଆର ଡିଆଇଜି ମନ୍ଦିର ଯାଇକରି ସ୍ଥିତି ଅନୁଧ୍ୟାନ୍ କରିଛନ୍ । ବ୍ୟାରିକେଡ୍ ଜାଗା ଭିଲ୍ ବୁଲିକରି ଦେଖିଛନ୍ । ସିଂହଦ୍ୱାରନେ ସୁରକ୍ଷା ଆରୁ ଦର୍ଶନ୍ ବେବସ୍ଥାର ତଦାରଖ କରିଥିଲେ । ମନ୍ଦିରନେ ୨୬ ପ୍ଲାଟୁନ୍ ପୁଲିସ୍ ଫୋର୍ସ ନିୟୋଜିତ୍ ହେବେ । ଗଲା ଡିସେମ୍ବର ୨୩ନୁ ଶ୍ରୀମନ୍ଦିର ଭକତ୍‌କଁର ଲାଗି ଖୁଲବାର ଅନୁମତି ଦିଆଯାଇଥିଲା । ହେଲେ ପହେଲା ମନ୍ଦିର ସେବ୍ରାତ ଆରୁ ତାକଁର କୁଟୁମ୍ ଲୋକ୍ ଦର୍ଶନର ସୁଯୋଗ ପାଇଥିଲେ ଆରୁ ଦୁଇ ନମ୍ବରନନେ ପୁରୀ ବାସୀକୁଁ ଅନୁମତି ମିଲିଥିଲା । ଜାନୁଆରୀ ୩ନୁ ସର୍ବସାଧାରଣ ଦର୍ଶନ ଲାଗି ଅନୁମତି ଦିଆଯାଇଥିଲେ ଭିଲ୍ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ଯେନଟାକି ଆଏବାର କାଲିନୁ ହଟିଯିବା ।

Leave A Reply

Your email address will not be published.