ଗରିବ ମେଧାବୀକୁଁ ‘ସୁଦକ୍ଷ’ କରାବା ରୋଜଗାରକ୍ଷମ୍

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ୍ ଆଡୁ ନିଆରା ଚେଷ୍ଟା, ଗରିବ ମେଧାବୀକୁଁ ମାହାଲିଆନେ ଦିଆଯିବା ନିଯୁକ୍ତି ଶିକ୍ଷା

0

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ନିଆରା ଚେଷ୍ଟା । ଗରିବ ମେଧାବୀ ଛାତ୍ରଛାତ୍ରୀକଁର ଶିକ୍ଷା ଲାଗି ଗୁଟେ ପ୍ରୟାସ ମୁଲ କରିଛନ୍ । ମାହାଲିଆଥି ଇମାନକୁଁ ନିଯୁକ୍ତି ଭିତ୍ତିକ୍ ଶିକ୍ଷା ଯୁଗେଇ ଦିଆଯିବା । ‘ସୁଦକ୍ଷ’ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ୍ । ଇଥରେ ଯୁକ୍ତ ୨ ଆରୁ ଯୁକ୍ତ ୩ ଛାତ୍ରଛାତ୍ରୀକୁଁ ମାହାଲିଆନେ ନିଯୁକ୍ତି ଭିତ୍ତିକ୍ ଶିକ୍ଷା ଦିଆଯିବା । ଯେନ୍ ଛାତ୍ରଛାତ୍ରୀକଁର ପାଶେ ପଏସା ନାଇଁନ ହେଲେ ମେଧାବୀ ଅଛନ୍ ଆରୁ ଖଣି ପ୍ରଭାବିତ ଅଂଚଲର ହେଇଥିବେ ସେମାନକୁଁ ଇ ସୁବିଧା ମିଲି ପାରବା । ଇଟା ନେଇକରି ସୁନ୍ଦରଗଡ଼ ଜିଲ୍ଲାପାଲ ନିଖିଲ ପୱନ୍ କଲ୍ୟାଣ ସୂଚନା ଦେଇଛନ୍ । ସୁନ୍ଦରଗଡ଼ ପତରାପାଲିନେ ମଙ୍ଗଲବାର ଦିନ୍ କାର୍ଯ୍ୟକ୍ରମକର ଉଦଘାଟନ୍ କରିଛନ୍ । ଏନ୍ତା ଗୁଟେ କାର୍ଯ୍ୟକ୍ରମକେ ଭିନ୍ ଭିନ୍ ମହଲନୁ ପ୍ରଶଂସା କରାଯାଇଥିବାର ବେଲକେ ବହୁତ୍‌ଟେ ଗରିବ ମେଧାବୀ ଛାତ୍ରଛାତ୍ରୀ ଉପକୃତ୍ ହେଇପାରବେ ।

Leave A Reply

Your email address will not be published.