ନ୍ୟାୟିକ୍ ବେବସ୍ଥାନେ ତିନ୍ ନମ୍ବରନେ ଓଡ଼ିଶା

ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟନେ ଓଡ଼ିଶାକେ ମିଲଛେ ଜାଗା, ଦେଶଭରର ରାଜ୍ୟ ମାନକେ ନେଇକରି ହେଇଥିଲା ସର୍ଭେ

0

ଓଡ଼ିଶା ପୁସିଲକେ ମିଲିଛେ ବଡ୍ ସଫଲତା । ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟନେ ପୁଲିସର ନ୍ୟାୟିକ ବେବସ୍ଥାନେ ଓଡ଼ିଶା ପୁଲିସକେ ତିନ୍ ନମ୍ବରନେ ରହିଛେ । ଦେଶର ୧୮ଟା ବୃହତ୍‌, ମଧ୍ୟମ୍ ରାଜ୍ୟ, ୭ଟା ଛୋଟ ରାଜ୍ୟକେ ନେଇକରି ହେଇଥିବାର ସର୍ଭେ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟନେ ଏନ୍ତା ସଫଲତା ମିଲିଛେ ଓଡ଼ିଶାକେ । ଟାଟା ଟ୍ରଷ୍ଟ ଆରୁ ତାର ଦୁଶରା ସହଯୋଗୀ ଅନୁଷ୍ଠାନ ଆଡୁ ଇ ସର୍ଭେ କରାଯାଇଥିଲା । ୨୦୨୦ ବଛର ଲାଗି ଇ ସର୍ଭେ କରାଯାଇଥିବାର ବେଲକେ ପହେଲା ଜାଗାନେ କର୍ଣ୍ଣାଟକ୍ ପୁଲିସ ଅଛନ୍‌, ଦୁଇ ନମ୍ବରଥି ଛତିଶଗଡ଼ ଆରୁ ତିନ୍ ନମ୍ବରଥି ଓଡ଼ିଶା ରହିଛେ । ପୁଲିସ ଡିଜି ଅଭୟ ଇ ନେଇକରି ସୂଚନା ଦେଇଛନ୍ । ପୁଲିସର ନ୍ୟାୟିକ ବେବସ୍ଥା, ପୁଲିସର ଭିତ୍ତିଭୂମି, ପୁଲିସର ବିବିଧତା ଲେଖେଁ ଜିନିଷ୍ ମାନକୁ ନେଇକରି ଇ ସର୍ଭେ କରାଯାଇ ଆସୁଛେ ।

Leave A Reply

Your email address will not be published.