Browsing Tag

odisha

ଆଜି ହେଉଛେ ଅନ୍ତର୍ଜାତୀୟ ନାଚ୍ ଦିବସ୍

ନାଚ, ଯେନଟାକେ ଆମେ ଆମର୍ ସଂସ୍କୃତିର୍ ଗୁଟେ ଭାଗ୍ ବଲିକରି ବି କହି ପାର୍‌ମା । ଆଜି ହେଉଛେ ସେ ନାଚ ଦିବସ୍ ଯେନଟା ସବୁ ବଛର୍ ଏପ୍ରିଲ୍ ୨୯ ତାରିଖ୍ ମାନେ ଆଜିର୍ ଦିନ୍‌କେ ଅନ୍ତର୍ଜାତୀୟ୍ ନାଚ୍ ଦିବସ୍ ହିସାବେ ପାଲନ୍ କରାଯାଇଥିସି । ସାରା ବିଶ୍ୱନେ ରହିଥିବାର୍ ଭିନ୍ ଭିନ୍ କଲା ସଂସ୍କୃତି ସେ…

ଅକ୍ସିଜେନ୍ ଥାଇକରି ବି କେନ୍ତା ଯାଉଛେ କରୋନା ରୋଗୀକଁର୍ ଜୀବନ୍

ରାଏଜ୍‌ନେ କରୋନା ର୍ ୨ନଂ ଲହର୍ ଥି ଇହାଦେ କେତ୍‌ନି ଟେ ଲୁକକଁର୍ ଜୀବନ୍ ଗଲାନ । ସେନ୍ତା ପଶ୍ଚିମଓଡିଶାର୍ ଡାକ୍ତର୍‌ଖାନା ମାନକୁଁ ବି କେନ ବେଡ୍ ର୍ ଅଭାବ୍ ଦେଖା ଯାଉଛେ ତ ଆର୍ କେନ ଅକ୍ସିଜେନ୍ ର ଅଭାବ୍ । ପଶ୍ଚିମଓଡିଶାର୍ ନୂଆପଡା ଜିଲ୍ଲାନୁ ଇହାଦେ ବହୁତ୍‌ଟେ କରୋନା ସଂକ୍ରମିତ୍…

ରାଷ୍ଟ୍ରୀୟ ମେଧାବୀ ଆବିଷ୍କାର ପୁରସ୍କାର ବଲାଙ୍ଗିରର ଟୁକେଲ ଚିରସ୍ମିତା ପାଣିଗ୍ରାହୀ

ରାଷ୍ଟ୍ରୀୟ ଅନୁସନ୍ଧାନ ବିକାଶ ନିଗମ୍ ତରଫୁଁ ଦିଆଯାଉଥିବାର୍ ସମ୍ମାନଜନକ୍ ରାଷ୍ଟ୍ରୀୟ ମେଧାବୀ ଆବିଷ୍କାର ପୁରସ୍କାର ୨୦୨୦ ପାଏବେ ବଲାଙ୍ଗିରର ଟୁକେଲ ଚିରସ୍ମିତା ପାଣିଗ୍ରାହୀ । ଆଇଆଇଟି ଖଡଗପୁରଠାନେ ପିଏଚଡି କରୁଥିବାର୍ ଚିରସ୍ମିତା କୁସେର ରସକେ ଯେନ୍ତା ବେଶୀ ଦିନ୍ ତକ୍ ତାକେ ତାଜା…

କେନ୍ତା କରି ଇହାଦେ ସବ୍‌କର୍ ଲାଗି ବିପଦ୍ ହେଲାନ ମାକଁଡ ବିହା

ଜଙ୍ଗଲ୍ ମାନକୁଁ ଇହାଦେ ହୁ ହୁ ହେଇକରି ନିଆଁ ଲାଗୁଛେ । ଆର୍ ଜଙ୍ଗଲ୍ ନେ କେନ୍ତା ନିଆଁ ଲାଗୁଛେ ତାର୍ ବି ଅଲ୍‌ଗା ଅଲ୍‌ଗା କାରଣ ସବୁ ସାମ୍ନାକେ ଆସୁଛେ । ଆର୍ ଇ ଜଙ୍ଗଲ୍ ମାନକୁଁ ଏନ୍ତା ନିଆଁ ଲାଗୁଥିବାର୍ ନୁ ସବ୍‌କର୍ ମୁଡ୍ ୍ ଦୁଃଖା ବନିଛେ । ହେଲେ ଇ ଜଙ୍ଗଲ୍ ନେ ଯେତେବେଲେ ନିଆଁ ଲାଗ୍‌ସି…

ଅପନ୍ତରା ହେଇପଡିଛେ ରାଣୀପୁର ଝରିଆଲ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସବଡିଭିଜନ୍ ବଙ୍ଗୋମୁଣ୍ଡା ବ୍ଲକଥି ଅଛେ ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର ଝରିଆଲ । ସାରା ଭାରତଥି ଐତିହାସିକ୍ ଆର୍ ତନ୍ତ୍ରମନ୍ତ୍ର ପୀଠ ହିସାବେ ସଭେ ଜାନିଛନ୍ । ଚଉଷଠି ଯୋଗିନୀ ଆର୍ ଇନ୍ଦ୍ରଲାଠ ମନ୍ଦିର । ଇ ଅଞ୍ଚଲଥି ଶୈବ, ଶାକ୍ତ, ବୌଦ୍ଧ, ବୈଷ୍ଣବ,…

ପଶ୍ଚିମ ଓଡ଼ିଶାନେ ସ୍ଥିତି ସାଂଘାତିକ୍

କରୋନା ଲାଗି ଇଥର ପଶ୍ଚିମ ଓଡ଼ିଶାନେ ସ୍ଥିତି ସାଂଘାତିକ୍ । ଆଏଜ୍ ସାରା ରାଏଜୁ ୮୭୯ କରୋନା ପଜିଟିଭ୍ ବାହାରିଥିବାର୍ ବେଲକେ ଖାଲି ସୁନ୍ଦରଗଡ ଜିଲ୍ଲାନୁ ବାହାରିଛନ୍ ୧୩୧ ପଜିଟିଭ୍ । ସମ୍ବଲପୁରନୁ ୪୮, ବରଗଡନୁ ୫୩, କଳାହାଣ୍ଡିନୁ ୪୩, ନୂଆପଡାନୁ ୬୧, ବଲାଙ୍ଗିରନୁ ବାହାରିଛନ୍ ୨୬ ପଜିଟିଭ ,…

ଫେର୍ ପାଠପଢା ବନ୍ଦ୍‌

ରାଜ୍ୟନେ ଉପରମୁହାଁ ହେଇଛେ କରୋନା ସଂକ୍ରମଣ । ଆଏବାର କିଛି ମାସ୍ ବହୁତ୍ ଜଗି ରଖିକରି ପାର୍ କରବାର ଲାଗି ପଡବା । ଇହାଦେନୁ ନାଇଁ ଜଗଲେ ଆଗକେ ଇଟା ଆହୁରି ବିପଦ୍ କରବାର ଡର୍ ରହିଛେ । ଇ ଭିତରେ ସ୍କୁଲ ଆରୁ ଗଣଶିକ୍ଷା ବିଭାଗ ଆଡୁ ଗୁଟେ ବଡ ନିଷ୍ପତ୍ତି ନିଆଯାଇଛେ । ନବମ ଆରୁ ଏକାଦଶ ଶ୍ରେଣୀ…

କରୋନା ଲାଗି ଫେର୍‌ଥରେ ଫୋକସ୍‌ନେ ପଶ୍ଚିମ୍ ଓଡିଶା

ପଶ୍ଚିମ୍‌ଓଡିଶାନେ ଉପର୍ ମୁହାଁ ହେଇଛେ କରୋନା । ଦିନ୍ କୁ ଦିନ୍ କରୋନା ସଂକ୍ରମଣ ବଢବାର୍ କେ ଲାଗିଛେ । ସେଥିର୍ ଲାଗି କରୋନା କେ କାବୁ କର୍‌ବାର୍ କେ ନେଇକରି ମୁଖ୍ୟମନ୍ତ୍ରୀ କେତେଟା ନିୟମ୍ ଆର୍ ବେଶିକରି ପଶ୍ଚିମଓଡିଶା କେ ଫୋକସ୍ ନେ ରଖିକରି ଅଲ୍‌ଗା ଗାଇଡ୍‌ଲାଇନ୍ ସବୁ ବାହାର୍ କର୍‌ବାର୍…

ସୁନ୍ଦରଗଡ଼ନେ ବିଗଡୁଛେ ସ୍ଥିତି

ଯେନ୍ତା ଆମେ ସଭେ ଜାନିଛୁ କି ଇହାଦେ କରୋନାର ଦୁଇ ନମ୍ବର ଲହର ଚାଲିଛେ । ଫେର୍ ସମାନ୍ ହିସାବେ କରୋନା ଦେଶକେ ଫିରିଥିବାର ବେଲକେ ବେଲୁବେଲକେ କରୋନା ପଜିଟିଭ୍‌କଁର ସଂଖ୍ୟା ହୁ ହୁ ହେଇକରି ବଢତେଲ ଯାଉଛେ । ଭାରତ ସାଙ୍ଗେ ଦୁଶରା ଦେଶମାନକେ କରୋନା ସଂକଟ ଫେର ଦେଖାଦେଇଛେ । ଇ ସବୁ ଭିତରେ…