କରୋନା ହଟସ୍ପଟ୍ ହେଇଛେ ମହାରାଷ୍ଟ୍ର

ରାଜ୍ୟର ପର୍ଭାନ୍ ଜିଲ୍ଲାନେ ଲକଡାଉନ୍ ଘୋଷଣା, ପୁନେନେ ରାତି କର୍ଫ୍ୟୁ ଜାରି

0

କରୋନା ହଟସ୍ପଟ୍ ବନିଛେ ମହାରାଷ୍ଟ୍ର । ରାଜ୍ୟନେ ଧୀରେ ଧୀରେ ବଢବାରନେ ଲାଗିଛେ କରୋନା ରୋଗୀକଁର ସଂଖ୍ୟା । ପର୍ଭାନି ଜିଲ୍ଲାକେ ପୂରା ଲକ୍‌ଡାଉନ୍ ଘୋଷଣା କରାଯାଇଥିବାର ବେଲକେ ମାର୍ଚ୍ଚ ୧୫ ତାରିଖ ତକ୍ ମଝା ରାତିନୁ ସଖାଲର ୬ ବଜା ତକ୍ ପୂରା ଅଂଚଲକେ ସଟ୍‌ଡାଉନ୍ କରାଯିବା । ଇତାର ଆଘୋନୁ ନାଗପୁରନେ ଗଲା ଗୁରୁବାରନୁ ଲକଡାଉନ୍ ଘୋଷଣା ହେଇଥିଲା । ସେନ୍ତା ପୁନେନେ କରୋନା ଲାଗି ରାତି କଫ୍ରୁ୍ୟ ଜାରି କରିଛନ୍ । ରାତି ୧୧ ବଜାନୁ ସଖାଲର ୬ ବଜା ତକ୍ କର୍ଫ୍ୟୁ ଜାରି କରାଯାଇଛେ । ମାର୍ଚ୍ଚ ୩୧ ତାରିଖ ତକ୍ ସହରର ସବୁ ସ୍କୁଲ, କଲେଜ, ବନ୍ଦ ରହେବାର ନେଇକରି ଭିଲ୍ ନିଷ୍ପତ୍ତି ନିଆଯାଇଛେ । ସେଆଡେ ଅକୋଲା ପ୍ରଶାସନ ଭିଲ୍ ଶୁକ୍ରବାର ବେଲବୁଡାନୁ ଲକଡାଉନ୍ ହେବା ବଲି ସୂଚନା ଦେଇଛନ୍ । ଗୁରୁବାର ଦିନର ରିପୋର୍ଟ ହିସାବେ ମହାରାଷ୍ଟ୍ରନେ ୧୪ ହଜାରନୁ ଅଏତକା କରୋନା ଆକ୍ରାନ୍ତ ଚିହ୍ନଟ୍ ହେଇଛନ୍ ଯେନଟାକି ଇ ବଛର ସବୁନୁ ଅଏତକା ରହିଛେ ଆରୁ ରେକର୍ଡ ହେଇଛେ । ଇହାଦେ ଭିଲ୍ ରାଜ୍ୟନେ ଏକ୍ ଲାଖ୍‌ନୁ ଅଏତକା ପଜିଟିଭ୍ ରହିଛନ୍ ।

Leave A Reply

Your email address will not be published.