ଅଭିନେତା ରବି ମିଶ୍ରକଁର ବିୟୋଗ୍‌

୬୫ ବରଷ୍‌ଥି ଡାକ୍ତରଖାନାନେ ଦେହାନ୍ତ୍‌, ନବେ ଦଶକନେ ଗୋପାଳ ରହସ୍ୟନେ ଦର୍ଶକକଁର ଘିନିଥିଲେ ମନ୍

0

ନାଁକରା ଅଭିନେତା ରବି ମିଶ୍ରକଁର ବିୟୋଗ୍ । ହାର୍ଟ ଆଟାକ୍‌ନେ ତାକଁର ଦେହାନ୍ତ ହେଇଥିବାର ନେଇକରି ଜନାପଡିଛେ । ଗଲା କାଲି ସେ ସୁଟିଂ ସେଟ୍‌ନେ ଗୁଟେ ସିରିଏଲର ସୁଟିଂ କରୁଥିବାର ବେଲକେ ତାକଁର ଦିହି ବିଗଡିଥିଲା । ଛାତି ଦରଜ ହେଇଥିବାର କହିଥିଲେ ସେ ଆରୁ ଗ୍ୟାସ୍‌ରୁ ହେଇଥିବା ଭାବିକରି ଦରଜ ଥିଲେ ଭିଲ୍ ସୁଟିଂ କରିଥିଲେ । ହେଲେ ରାତି ଦିହି ବେଶୀ ବିଗଡିବାରନୁ ତାକୁଁ କଟକ ବଡ ମେଡିକାଲନେ ଭର୍ତ୍ତି କରାଯାଇଥିଲା ଆରୁ ପଛେ ଭୁବନେଶ୍ୱରର ଗୁଟେ ଘରୋଇ ମେଡିକାଲକେ ପଠାଯାଇଥିଲା । ଆଜି ସକାଲେ ସେଠାନେ ଚିକିତ୍ସା ଚାଲିଥିବାର ସମିଆଁନେ ତାକଁର ବିୟୋଗ୍ ହେଇଛେ । ମଲା ବେଲକେ ତାକୁଁ ୬୫ ବଛର ବୟସ ହେଇଥିଲା । କେତନି ଓଡ଼ିଆ ଫିଲ୍ମ, ଆରୁ ସିରି,ଲନେ କାମ୍ କରିଛନ୍ । ନବେ ଦଶକନେ ଦୂରଦର୍ଶନନେ ପ୍ରସାରିତ ଲୋକପ୍ରିୟ ଧାରାବାହିକ୍ ଗୋପାଳ ରହସ୍ୟ କଥା ସେ ଗୋପାଳ ଭୂମିକାନେ ନଜର ଆସିଥିଲେ । ଇଥରେ ଦର୍ଶକ୍ ତାକଁର ଅଭିନୟ ଲାଗି ବହୁତ୍ ଭଲ ପାଏବାର ଦେଇଥିଲେ । ପ୍ରାୟ କମେଡି ରୋଲ୍ ମାନକେ ଅଭିନୟ କରିଛନ୍ ରବି ମିଶ୍ର । ତାକଁର ବିୟୋଗ୍‌ନେ ଓଡ଼ିଆ ଫିଲ୍ମ ଜଗତନେ ସବୁ କଲାକାର ଦୁଃଖ୍ ଜନେଇଛନ୍ ।

Leave A Reply

Your email address will not be published.