ନିଆଁ ଲାଗିଯିବାରନୁ ଗୁଟା ଜଲିଗଲେ ଟୁକେଲ୍‌

କଳାହାଣ୍ଡି କୋସରାନେ ଦୁଃଖଦ୍ ଘଟନା, ଘରେ ନିଆଁ ଲାଗିଯିବାରନୁ ଜନେ ଟୁକେଲ ଜଲିଗଲେ ଗୁଟା

0

ଘରେ ନିଆଁ ଲାଗିକରି ଗୁଟେ ଟୁକେଲକଁର ଜୀବନ୍ ଯାଇଛେ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁନୁ ଆସିଛେ ଏନ୍ତା ଗୁଟେ ଦୁଃଖଦ୍ ଘଟନା । ଆଏଜ୍ ସଖାଲୁ ଘରେ ଅଚାନକ୍ ନିଆଁ ଲାଗିଯାଇଥିବାର ବେଲକେ ସେ ନିଆଁଥି ଗୁଟା ଜଲିଯାଇଥିଲେ । ମରିଥିବାର ଟୁକେଲ ଜନକ୍ ଧର୍ମଗଡ଼ କଲେଜନେ ଯୁକ୍ତ ୩ ଦୁଇ ନମ୍ବର ବଛରର ଛାତ୍ରୀ ଥିଲେ । ତ କାଏଁଥିର ଲାଗି ନିଆଁ ଲାଗିଥିଲା ସେଟା ଜନାନାଇଁପଡି । ଗ୍ୟାସ୍ ଲିକ୍ ହେଇକରି ନିଆଁ ଲାଗିଯାଇଥିବାର ନେଇକରି ସନ୍ଦେହ କରାଯାଉଛେ । ନିଆଁ ଲାଗବାରନୁ ଘରର ବହୁତ୍‌ଟେ ସାମାନ୍ ଭିଲ୍ ଜଲିପୁଡିକରି ଖାର୍ ହେଇଯାଇଛେ । ଦେଢ ଲାଖ୍‌ନୁ ଅଏତକା ଟକାଁର ସାମାନ୍ ଜଲିଯାଇଥିବାର ଆନୁମାନିକ୍ ଜନାପଡିଛେ ।

Leave A Reply

Your email address will not be published.