Browsing Tag

100 plus price

ଶହେ ପାର୍ ପେଟ୍ରୋଲ ଦାମ୍‌

ଫେର୍ ବଢଲା ପେଟ୍ରୋଲ୍ ଦାମ୍ । ଇହାଦେ ଶହେ ପାର୍ କରିଛେ ପେଟ୍ରୋଲ୍ ଦାମ୍ । ପହେଲା ଥର ଶହେ ଉପରେ ପେଟ୍ରୋଲ ଲିଟର ପିଛା ଦାମ୍ ବଢିଥିବାର ଦେଖବାର ଲାଗି ମିଲିଛେ । ରାଜସ୍ଥାନର ଶ୍ରୀଗଙ୍ଗାନଗରନେ ଲୁକେ ଶହେ ଟଙ୍କା ଦେଇକରି ପେଟ୍ରୋଲ ଘିନୁଥିବାର ଜନାପଡିଛେ । ପହେଲାନୁ ଦେଶର କେନସି ଜାଗାନେ…