ସଜେଇ ହେଉଛେ ସମ୍ବଲପୁର

ସମ୍ବଲପୁର ସହର୍ ଯାହିଁ ଦେଖ ଆଏଁଖ୍ ଝଲ୍‌ସି ଯାଉଛେ

0

ସମ୍ବଲପୁର ସହର୍‌… କଲା, ସଂସ୍କୃତି, ଶିକ୍ଷା, ପ୍ରଥା, ପରମ୍ପରା ସବୁଥିର୍ ଗୁଟେ ମାଇଲ୍‌ଖୁଁଟା । ଆମର୍ ଅଞ୍ଚଲ୍‌ର ସବୁନୁ ଐତିହାସିକ୍ ସହର୍ ଭିତ୍‌ରେ ଗୁଟେ ହେଉଛେ ସମ୍ବଲପୁର । ବାକି ଇ କଥାକେ ଆର୍ କାହାକେ ଆମ୍‌କୁ ବତାବାର୍‌କେ ନାଇଁ ପଡେନ । ଏଥର୍ ନିଜର୍ କଥା ନିଜେ କହେବା ସମ୍ବଲପୁର ସହର୍‌… ଇହିହାସ୍‌, ଭୂଗୋଲ୍‌, ଅର୍ଥନୀତି, କଲା, ସଂସ୍କୃତି ସବୁଥିର୍ କଥା । ସେଥିର୍ ଲାଗି ସେନ୍ତା ହିସାବେ ସଜେଇ ହେଉଛେ ସମ୍ବଲପୁର । ସେସବୁ ବାବଦ୍‌ରେ ଅଧିକା ଜାନ୍‌ବାର୍ ଲାଗି ଦେଖୁନ୍ ଇ ଭିଡିଓ ।

Leave A Reply

Your email address will not be published.