ପିଙ୍କ୍ ଟେଷ୍ଟ୍‌: ପହେଲା ଦିନ ଇଂଲଣ୍ଡ ଗିଡ୍‌ଘାସ୍ !

0

ଯଦି କେହି ଜନେ ଇଆଡ୍ ସେଆଡ୍ ନାଇଁ ଦେଖିକରି ହୁର୍‌ମୁଖିଆ ଯାଉଥିସି ବଏଲେ ଯେତେବେଲେ ହିଟିପଡ୍‌ସି ସେନେ ଯେନ୍ ଆୱାଜ୍ ଟା ହେସି ସେଟାକେ ଆମର୍ ଭାଷାନେ ଗିଡ୍‌ଘାସ୍ କରି ପଡ୍‌ଲା ବଲିକରି କହେସନ୍ । ଇଂଲଣ୍ଡ କ୍ରିକେଟ୍ ଦଲ୍‌ର ଅବସ୍ଥା ପୁରା ପୁରା ସେନ୍ତା ହେଇଥିଲା । ଇଂଲଣ୍ଡ ଦଲ୍ ଦେଖିକରି ଖେଲୁଥିଲାକି ଆଏଁଖ୍ ମୁଜିକରିଯେ ଜନା ନାଇଁ ପଡୁଥାଇ ।


ଅହମଦାବାଦଠାନେ ମୂଲ୍ ହେଇଥିବାର୍ ୩ ନମ୍ବର୍ ଟେଷ୍ଟ୍ ମ୍ୟାଚ୍‌ଟା ଡେ-ନାଇଟ୍ ମ୍ୟାଚ୍ ହେଉଛେ ଆର୍ ହେଥିର୍ ଲାଗି ବଲି ପିଙ୍କ୍ ବଲ୍‌ନେ ଖେଲା ଯାଉଛେ । ଇନେ ପହେଲା ଦିନ ଖେଲ୍ ସର୍‌ବାତକର୍ ୧୩ଟା ୱିକେଟ୍ ପଡିଯାଇଛେ । ପୁରା ଇଂଲଣ୍ଡ ଦଲ୍ ୧୧୨ ରନ୍‌ନେ ଅଲ୍‌ଆଉଟ୍ ହେଇଯାଇଛେ । ତାଁକର୍ ଆଡୁ ଜାକ୍ କ୍ରଲି ସବୁନୁ ବେଶୀ ୫୩ ରନ୍ କରିଥିଲେ । ଭାରତ୍ ଆଡୁ ଅକ୍ଷର ପଟେଲ ୬, ଅଶ୍ୱିନ ୩ ଆର୍ ଇଶାନ୍ତ ଶର୍ମା ଗୁଟେ ୱିକେଟ୍ ନେଇଥିଲେ । ତାପରେ ଭାରତ ତାର୍ ବ୍ୟାଟିଂ ମୂଲ୍ କରିକି ପହେଲା ଦିନ ୯୯/୩ କରିଥିଲା । ଆଏଜ୍ ଦୁଇ ନମ୍ବର ଦିନେ ଭାରତ ୩ ବଜି ତକ୍ ୧୧୫ ରନ୍ କରି ସାରିଛେ ଆର୍ ୪ ଜନ୍ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଇସାରିଛନ୍ । ଭାରତ ଆଡୁ ରୋହିତ ଶର୍ମା ସବୁନୁ ବେଶୀ ୬୬ ରନ୍ କରିକି ଖେଲୁଛନ୍ ତାଲି । ଇହାଦେର୍ ହିସାବେ ଇ ଟେଷ୍ଟମ୍ୟାଚ୍‌ନେ ଭାରତ ବହୁତ୍ ଭଲ୍ ସ୍ଥିତିନେ ରହିଛେ ।

Leave A Reply

Your email address will not be published.