ଶହେ ପାର୍ ପେଟ୍ରୋଲ ଦାମ୍‌

ଦେଶନେ ପହେଲା ଥର ଲାଗି ଶହେ ପାର କଲା ପେଟ୍ରୋଲ୍ ଲିଟର ଦାମ୍

0

ଫେର୍ ବଢଲା ପେଟ୍ରୋଲ୍ ଦାମ୍ । ଇହାଦେ ଶହେ ପାର୍ କରିଛେ ପେଟ୍ରୋଲ୍ ଦାମ୍ । ପହେଲା ଥର ଶହେ ଉପରେ ପେଟ୍ରୋଲ ଲିଟର ପିଛା ଦାମ୍ ବଢିଥିବାର ଦେଖବାର ଲାଗି ମିଲିଛେ । ରାଜସ୍ଥାନର ଶ୍ରୀଗଙ୍ଗାନଗରନେ ଲୁକେ ଶହେ ଟଙ୍କା ଦେଇକରି ପେଟ୍ରୋଲ ଘିନୁଥିବାର ଜନାପଡିଛେ । ପହେଲାନୁ ଦେଶର କେନସି ଜାଗାନେ ପେଟ୍ରୋଲ୍ ଦାମ୍ ଲିଟର ପିଛା ଶହେ ଟଙ୍କା ନାଇଁ ଥିବାର ବେଲକେ ଗଲାକାଲି ଶ୍ରୀଗଙ୍ଗାନଗରନେ ୧୦୦.୪୯ ଟଙ୍କା ଦେଇକରି ପେଟ୍ରୋଲ ଘିନିଛନ୍ ଲୁକେ । ଗଲା ୧୦ ଦିନ୍ ଭିତରେ ପେଟ୍ରୋଲ୍ ୨.୩୯ ବଢିଥିବାର ବେଲକେ ଡିଜେଲ୍ ଦାମ୍ ବଢିଛେ ୩.୧୪ ଟଙ୍କା । ମେଟ୍ରୋ ସହର ମାନକେ ପେଟ୍ରୋଲ୍ ଦାମ୍ ୯୦ ଉପରକେ ରହିଛେ । ସେନ୍ତା ଦିଲ୍ଲୀନେ ପେଟ୍ରୋଲ୍ ଦାମ୍ ୮୯.୮୮ ଟଙ୍କା ଆରୁ ଡିଜେଲ୍ ଲିଟର ପିଛା ୮୦.୨୭ ଟଙ୍କା ରହିଛେ । ୨୦୨୧ ବଛର ଆରମ୍ଭନୁ ପେଟ୍ରୋଲ ଆରୁ ଡିଜେଲ ଦାମ୍ ଲଗାତାର ଭାବେ ୨୨ ଥର ବଢିସାରଲାନ ।

Leave A Reply

Your email address will not be published.