ଭାରତକେ ‘୧୯୫’ ରନର୍‌ ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ଟି-୨୦ ଭାରତ ଅଷ୍ଟ୍ରେଲିଆ ମେଚ୍‌

0

ଆଜି ସିଡନିନେ ଚାଲିଥିବାର ସେକେଣ୍ଡ୍‌ ଟି-୨୦ମେଚ୍‌ନେ ଭାରତ ଆର୍‌ ଆଷ୍ଟ୍ରେଲିଆ ଖେଲୁଥିବାର୍‌ ବେଲେ ଅଷ୍ଟ୍ରେଲିଆ ପହେଲା ବ୍ୟାଟିଂ କରିକିନା ଭାରତ୍‌କେ ୧୯୫ ରନ୍‌ ଟାର୍ଗେଟ୍‌ ଦେଇଛେ । ୨୦ ଓଭର୍‌ ଥି ୫ଟା ୱିକେଟ୍‌ ହାରିକରି ଅଷ୍ଟ୍ରେଲିଆ ୧୯୪ ରନ୍‌ କରିପାରିଛେ । ମେଚ୍‌ ଆରମ୍ଭ୍‌ ନୁ ଭାରତ୍‌ ର କ୍ୟାପ୍‌ଟେନ୍‌ ବିରାଟ୍‌ କୋହଲି ଟସ୍‌ ଜିତିକରି ପହେଲା ଫିଲ୍ଡିଙ୍ଗ୍‌ କରବାର୍‌କେ ଘୁଷନା କରିଥିଲେ ।

 

ଅଷ୍ଟ୍ରେଲିଆ ଟିମ୍‌ ପହେଲା ବେଟିଂ କରିଥିବାର୍‌ ବେଲେ କେପ୍ଟ୍ୟାନ୍‌ ମାଥ୍ୟୁ ୱେଡ୍‌ ସବୁନୁ ଅଧିକା ରନ୍‌ ୫୮(୩୨) ରନ୍‌ କରିଥିଲେ । ଆର୍‌ ଷ୍ଟିଭେନ୍‌ ସ୍ମିଥ୍‌ ୪୬(୩୮)ରନ୍‌ କରିକିନା ଗେମ୍‌ ମୂଲ୍‌ କରିଥିଲେ । ଟିମ୍‌ ଭାରତନୁ ଟି.ନଟରାଜନ୍‌ ୨ଟା ୱିକେଟ୍‌ ନେଇଥିବାର୍‌ ବେଲ୍‌କେ ସାର୍ଦ୍ଦୁଲ୍‌ ଠାକୁର୍‌ ଆର୍‌ ଯୁଜବେନ୍ଦ୍ର ଚହଲ୍‌ ଗୁଟେ ଲେଖା ୱିକେଟ୍‌ ନେଇଥିଲେ । କେଏଲ୍‌ ରାହୁଲ୍‌ ଅଷ୍ଟ୍ରେଲିଆ ଟିମ୍‌ର କ୍ୟାପ୍‌ଟେନ୍‌ ୍‌ କେ ଆଉଟ୍‌ କରିଥିଲେ । ଟିମ୍‌ ଭାରତ ଆଡୁ ଆଜିର୍‌ ମେଚ୍‌ ନେ କେଏଲ୍‌ ରାହୁଲ୍‌ , ହର୍ଦ୍ଦିକ୍‌ ପାଣ୍ଡ୍ୟା , ଶିଖର୍‌ ଧାୱାନ୍‌, ଶ୍ରେୟସ୍‌ ଆୟାର୍‌ ,ସଞ୍ଜୁ ସାମ୍‌ସନ୍‌,ୱାସିଂଟନ୍‌ ସୁନ୍ଦର୍‌ ,ସାର୍ଦ୍ଦୁଲ୍‌ ଠାକୁର୍‌ ,ଦୀପକ୍‌ ଚହର୍‌,ଟି ନଟରାଜ୍‌ , ଯୁଜବେନ୍ଦ୍ର ଚହଲ୍‌ ଆର୍‌ ବିରାଟ୍‌ କୋହଲି ଖେଲୁଛନ୍‌ ।

Leave A Reply

Your email address will not be published.