ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଅଫିସ୍ ସିଲ୍‌

ଆଏବାର ୧୫ ଦିନ ତକ୍ ଅଫିସ୍ ସିଲ୍ କଲା ବିଏମସି

0

ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଅଫିସ୍ ସିଲ କଲା ବିଏମସି । କୋଭିଡ ନିୟମ ଉଲଘଂନ ଅଭିଯୋଗ ଉତାରୁ ଅପରାଜିତାଙ୍କର ଭୁବନେଶ୍ୱର ପଳାସପଲ୍ଲୀନେ ଥିବାର ଅଫିସ୍‌କେ ସିଲ୍ କରାଯାଇଛେ । ଆଏବାର ୧୫ ଦିନ ତକ୍ ଅଫିସ୍ ସିଲ୍ କରାଯାଇଥିବାର ଝନାପଡିଛେ । ସୂଚନା ହିସାବେ ଅପରାଜିତାଙ୍କର ନାଁନେ କୋଭିଡ ଯୋଦ୍ଧା ଅଭିଯୋଗ ଆନିଛନ୍ । ବାରବାର ଅପରାଜିତା ନିୟମ ଉଲଘଂନ କରୁଥିବାରନୁ କୋଭିଡ ଯୋଦ୍ଧା ତାଙ୍କର ବିରୋଧନେ ଭୁବନେଶ୍ୱର ଡିସିପିଙ୍କର ଠାନେ ଅଭିଯୋଗ କରିଛନ୍ ।

ଗଲାକାଲି ଇ ନେଇକରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କର ପାଶେ ଫେରାଦ ଦେଇଥିଲେ । ଦୁଇ ପୃଷ୍ଠାର ଗୁଟେ ଲମ୍ବା ଚିଠି ଲେଖିକରି ଇ ବାବଦନେ ଝନେଇଛନ । ଗଲା ୮ ତାରିଖ ଦିନ ସାଂସଦ ଅପରାଜିତା ଷଡଙ୍ଗୀ ନିଜର ଜନମଦିନ ଉତ୍ସବ ପାଲନ କରବାର ସମିୟାନେ କୋଭିଡ ନିୟମକେ ଖାତିର ନାଇଁ କରିକିନା ବିନା ମାସ୍କ ଆର ଦୂରତା ରକ୍ଷା ନାଇଁ କରିଥିବାର ଅଭିଯୋଗ ହେଇଛେ । ଜନମଦିନର ମନାବାର ସମିୟାର ଗୁଟେ ଭିଡିଓ ଭାଇରାଲ ହେଲା ବାଦ୍ ଇ ଘଟଡ଼ା ଭଟାକେ ଆସିଥିଲା । ଦୁଶରା ଆଡେ ଅପରାଜିତା ଇତାର ଜବାବ ଦେଇକରି କହିଛନ୍ ଯେ, ଗୁଟେ ରାଜ୍ୟନେ ଦୁଇଟା ନିୟମ କେନ୍ତି ଲାଗୁ ହେଇପାରବା ବଲି ସବାଲ କରିଛନ୍ । ରାଜ୍ୟ ସରକାରଙ୍କର ଝନେ ମନ୍ତ୍ରୀ ଆର ବିଧାୟକ କୋଭିଡ ପଜିଟିଭ ଥାଇକରି କେନ୍ତି ସାଧାରଣ ଲୋକଙ୍କର ସାଙ୍ଗେ ମିଶଲେ ବଲି ସବାଲ କରିଛନ୍ ।

Leave A Reply

Your email address will not be published.