Browsing Tag

67 national film awards

ଜାତୀୟ ପୁରସ୍କାର ୨୦୧୯ ଲାଗି ମନୋନୀତ୍ ହେଇଛେ ଫିଲ୍ମ ‘କାଲିର ଅତୀତ’ ଆରୁ ‘ଶଲା ବୁଢାର ବଦଲା’

ଓଡ଼ିଆ ଆରୁ ସମ୍ବଲପୁରୀ-କୋଶଲୀ ଫିଲ୍ମ ଜଗତ ଲାଗି ଖୁସିର ଖବର । ଫିଲ୍ମ କାଲିର ଅତୀତ ଆରୁ ଶଲା ବୁଢାର ବଦଲା କେ ମିଲଲା ଜାତୀୟ ପୁରସ୍କାର । ୬୭ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ ୨୦୧୯ନେ ଇ ଦୁହି ଫିଲ୍ମକେ ଆୱାର୍ଡ ମିଲିଛେ । ଫିଚର ଫିଲ୍ମ କାଟାଗୋରୀନେ ଦୁହି ଫିଲ୍ମକେ ଜାତୀୟ ପୁରସ୍କାର ମିଲିଥିବାର…