‘ମୋ କଲେଜ’ ସାଙ୍ଗେ ମିଶବେ ବିଶ୍ୱବିଦ୍ୟାଳୟ

‘ମୋ ସ୍କୁଲ’ ଉତାର ୁ‘ମୋ କଲେଜ’ ଅଭିଯାନ ଆଡୁ ଉଚ୍ଚଶିକ୍ଷାନୁଷ୍ଠାନ୍ ମାନକଁର ବିକାଶ କାମ୍ ମୁଲ୍‌

0

‘ମୋ ସ୍କୁଲ’ ଉତାରୁ ରାଜ୍ୟ ସରକାର ଆରମ୍ଭ କଲେ ‘ମୋ କଲେଜ’ ଯୋଜନା । ‘ମୋ କଲେଜ’ ଯୋଜନାନେ ସାମିଲ ହେବେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ । ସବୁ ସରକାରୀ ଆରୁ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଆରୁ ବିଶ୍ୱବିଦ୍ୟାଳୟନେ ଇ ଯୋଜନା କାର୍ଯ୍ୟକ୍ଷମ ହେବା । ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟର କୁଳପତି ମାନକଁର ସାଙ୍ଗେ ଇ ବାବଦେ ଆଲୋଚନା କରିଛନ୍ । ଆଏବାର ୧୫ ଦିନ୍ ଭିତରେ ବିଶ୍ୱବିଦ୍ୟାଳୟ ସ୍ତରୀୟ, କଲେସ୍ତରୀୟ କମିଟି ଗଠନ୍ କରବାର ଲାଗି ନିର୍ଦ୍ଦେଶ ଦିଆଯାଇଛେ । ସବୁ ବିଶ୍ୱବିଦ୍ୟାଳୟର କୁଳପତି ଆରୁ କଲେଜ ଅଧ୍ୟକ୍ଷ ମାନକୁଁ ଚିଠି ଲେଖିକରି ଆଲୁମିନି ଉପରେ ଅଏତକା ଗୁରୁତ୍ୱ ଦେଇକରି ସେମାନକୁଁ କ୍ରିୟାଶୀଳ କରବାର ଲାଗି ନିର୍ଦ୍ଦେଶ ଦିଆଯାଇଛେ । ଶିକ୍ଷାନୁଷ୍ଠାନର ବିକାଶନେ ପୁରନା ଛାତ୍ରଛାତ୍ରୀକଁର ପ୍ରମୁଖ ରହିଛେ ବଲି କହିଛନ୍ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ୨୦୧୯ନେ ‘ମୋ କଲେଜ’ ଅଭିଯାନ୍ ମୁଲ୍ ହେଇଥିବାର ବେଲକେ ଇହାଦେ ଇତାକେ କ୍ରିୟାଶୀଳ କରାଯାଉଛେ । ସେଆଡେ ବିଦେଶନେ ରହୁଥିବାର ପୁରନା ଛାତ୍ରଛାତ୍ରୀକୁଁ ଭିଲ୍ ଇ ଅଭିଯାନନେ ଯୁଡାଯିବା । ଇଥର ଲାଗି ଗୁଟେ ଆଲୁମିନି ୱେବସାଇଟ୍ ଖୁଲାଯିବା , ଯେନଆଡୁ ଛାତ୍ରଛାତ୍ରୀ ନିଜେ ନିଜେ ପଞ୍ଚିକୃତ ହେଇପାରବେ ।

Leave A Reply

Your email address will not be published.