ଜାନୁଆରୀ ୧୩ ନୁ ଦେଶର୍ ସବୁଆଡେ ଦିଆଯିବା କରୋନା ଟିକା

0

ଆଏବାର୍ ୧୩ ଆର୍ ୧୪ ତାରୀଖ୍ ନୁ ଦେଶ ର ସବୁଆଡେ କରୋନା ଟିକା ଦାନ ପ୍ରକ୍ରିୟା ଆରମ୍ଭ କରାଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଲୟ ଆଡୁ ସୂଚନା ଦିଆଯାଇଛେ । ୧୦ ଦିନ୍ ଭିତ୍‌ରେ ଦେଶ୍‌ର୍ ଅଧିକାଂଶ ଜାଗା ମାନକୁଁ କରୋନା ଟିକା ଦିଆଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ୍ ରାଜେଶ୍ ଭୂଷଣ କହିଛନ୍ ।

କରୋନା ଲାଗି ସରକାରକଁର୍ ଆଡୁ ଅନୁମତି ଦିଆଯାଇଥିବାର୍ କୋଭିସିଲ୍ଡ ଆର୍ କୋଭିକ୍ସିନ୍ ଟିକା କେ ନିରାପଦ୍ ଆଏ ବଲିକରି ଘୋଷଣା କରାଯିବାର୍ ପରେ ଇ ଟିକା ମାନକୁଁ ଭାରତ୍ ର ଲୋକ ମାନକୁଁ ଦିଆଯିବା । କରୋନା ଟିକା ଲୋକ ମାନକଁର୍ ଦେହେ ଆଣ୍ଟିବଡି ଆର୍ ରୋଗପ୍ରତିରୋଧକ୍ ଶକ୍ତି ବଢାବା ବଲିକରି କୁହାଯାଉଛେ । ଦେଶ୍‌ନେ ୩୭ ଟା ଟିକା ଭଣ୍ଡାର୍ କରାଯିବା ।

Leave A Reply

Your email address will not be published.