ଦୁଇ ଆତଙ୍କବାଦୀଙ୍କର ମରନ୍‌

ସୁରକ୍ଷା କର୍ମୀଙ୍କର ଗୁଲିନେ ଦୁଇ ଆତଙ୍କବାଦୀଙ୍କର ମରନ୍

0

ଜମ୍ମୁ- କଶ୍ମୀର ଶ୍ରୀନଗର ରାମବାଗ ଇଲାକାନେ ସୁରକ୍ଷା କର୍ମୀ ଆର ଆତଙ୍କବାଦୀଙ୍କର ଭିତରେ ଗୁଳି ବିନିମୟ । ଘଟନାନେ ଦୁଇ ଝନ୍ ଆତଙ୍କବାଦୀଙ୍କର ମରନ୍ ହେଇଥିବାର ନେଇ ଝନାପଡିଛେ । ସୂଚନା ହିସାବେ ରାମବାଗ ଇଲାଖାନେ ଦୁଇ ଝନ୍ ଆତଙ୍କବାଦୀ ଲୁକିଥିବାର କବର ମିଲଲା ବାଦ ପୁଲିସ ଆର ସିଆରପିଏଫ ଯବାନ ମିଶିକରି ସର୍ଚ୍ଚ ଅପରେସନ୍ ମୂଲ କଚାରିଆଡୁ ଇମାନଙ୍କୁ ଘେରି ନିଆଯାଇଥିଲା, ଯାର ବାଦ ଆତଙ୍କବାଦୀ ଇଠାନୁ ଭାଗିକରି ପଲାବାର ଚେରେଷ୍ଟା କରବାର ସାଙ୍ଗେ ଗୁଲି ଚଲେଇଥିଲେ ସୁରକ୍ଷା କର୍ମୀଙ୍କର ଉପରକେ । ଜବାବନେ ସୁରକ୍ଷା କର୍ମୀ ଭିଲ ଗୁଲି ଫୁଟେଇଥିଲେ । ଖୋବଟେ ସମିୟା ଗୁଳି ବିନିମୟ ଦୁହି ଆଡୁ ଚାଲଲା ବାଦ୍ ଶେଷେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ମାରବାରନେ ସଫଲ ହେଇଥିଲେ । ଗୁଟେ ରିପୋର୍ଟ ଅନୁସାରେ ଇ ବଛର ସୁରକ୍ଷା କର୍ମୀ ଆର ଆତଙ୍କବାଦୀ ଗୁଳିବିନୟରେ ୧୮୦ନୁ ଜହ ଆତଙ୍କବାଦୀଙ୍କର ମରନ୍ ହେଇଥିବାର ଝନାପଡିଛେ ।

Leave A Reply

Your email address will not be published.