Browsing Tag

bandha saree

ଦେଶ ବିଦେଶ ସବୁନେ ସମ୍ବଲପୁରୀ କପଟାର ଟ୍ରେଣ୍ଡ

ଓଡ଼ିଶାକେ ସମ୍ବଲପୁରୀ କପଟା ଦେଶ ବାହାରେ ଦେଇଛେ ପରିଚୟ । ସମ୍ବଲପୁରୀ କପଟାର ଚାହିଦା ସବୁନେ ରହିଛେ । ପହେଲାନୁ ରାଏଜ ଭିତରେ ଲୁ୍‌କି କରି ରହିଥିବାର ଇ କଲା ଆଏଝ ଦେଶ ବିଦେଶନେ ନାଁ କମେଇପାରିଛେ । ଇ ସମ୍ବଲପୁରୀ ଶାଢୀର ପ୍ରେମନେ ଖୋବଟେ ସେଲିବ୍ରିଟୀ ଭିଲ ପଡିଛନ୍‌, ଟଲିଉଡନୁ ନେଇକରି ବଲିଉଡ…