କାଲିଆକଁର ଲାଗି ସୁବର୍ଣ୍ଣପୁରନୁ ଗଲା ତୁଲସୀ ଆରୁ ପଦମ୍ ଫୁଲ୍‌

ଭକତକଁର ଭାବକେ ଅଟକେଇ ନାଇଁପାରଲା କରୋନା

0

କରୋନା କାଲଥି ମହାପ୍ରଭୁ ଜଗନ୍ନାଥକଁର ନାଗାର୍ଜୁନ୍ ବେଶ୍ ହେଉଥିବାର ବେଲକେ ଭକତ ଇ ଦୁର୍ଲଭ୍ ବେଶର ଦର୍ଶନନୁ ବଂଚିତ୍ ରହିଛନ୍ । ଗହଲ ଚହଲ ହେଲେ ବେମାରୀ ବଢବାର ଡର ଥିବାରନୁ ଭକତକୁଁ ମନ୍ଦିର ବାରଣ ଥିଲା । ୨୬ ବଛର ବାଦ୍ ମହାପୁରକଁର ନାଗାର୍ଜୁନ୍ ବେଶ ହେଉଥିବାର ବେଲକେ ଭକତ ମନ୍ଦିର ନାଇଁ ଯାଇପାରଲେ ଘରୁ ଥାଇକରି ପ୍ରାର୍ଥନା କରିଛନ୍ । ଆରୁ ନିଜର ପ୍ରିୟ ଭଗବାନକଁର ଲାଗି ତୁଲସୀ ଆରୁ ପଦମ୍ ଫୁଲ୍ ପଠେଇଛନ୍ । ସୁବର୍ଣ୍ଣପୁର ଆରୁ ବୌଦ୍ଧ ଜିଲ୍ଲାନୁ ହଜାର ହଜାର ଭକତ୍ ତିନି ମାହାପୁରୁକଁର ଲାଗି ତୁଲସୀ ଠୋଲ କରିକିନା ପଠେଇଛନ୍ । କରୋନା ନିୟମ ଲାଗି ମନ୍ଦିର ମନା ଥିଲେ ଭିଲ୍ ଭକତ ନିଜର ଭାବଥି ମହାପୁରୁକଁର ଲାଗି ତୁଲସୀ ଆରୁ ଫୁଲ୍ ପଠେଇଛନ୍ । ସୁବର୍ଣ୍ଣପୁର ବିନକାନୁ ଗୁଟେ ରଥ ବାହାରିଥିଲା ଯେନଥିରେ ଇସବୁ ତୁଲସୀ ପତର, ପଦମ୍ ଫୁଲ ଆରୁ ଗେଣ୍ଡୁ ଫୁଲ୍ ନେଇକରି ପୁରୀ ଯାଇଥିଲା । ରଥ ବାହାରିକରି ଯେନ୍ ସବୁ ଜାଗା ଦେଇକରି ଗଲେ ସବୁନୁ ଫୁଲ୍‌, ତୁଲସୀ ଠୋଲ୍ କରିକିନା ନେଇକରି ଯାଇଛନ୍ ।

Leave A Reply

Your email address will not be published.