ବେଷ୍ଟ୍‌ ‘ମେକ୍‌ଅପ’ମଡେଲ୍‌ ର ଟାଇଟଲ ଜିତଲେ ସମ୍ବଲପୁର ଟୁକେଲ ମୀମାଂସା

ଇଣ୍ଟରନେସନାଲ ଫେସନ ଶୋ ନେ ଦେଖାଲେ ଜଲବା

ସମ୍ବଲପୁର ର ମୀମାଂସା ରଥ ଅପେରା ରିକ୍ରିଏସନ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ନଭେମ୍ବର ୧ ତାରିଖ ଦିନ ଆୟୋଜିତ କରାଯାଇଥିବାର ଇଣ୍ଟରନେସନଲ ଫେସନ ଶୋ’୨୦୨୦ ନେ ବେଷ୍ଟ ମେକ୍‌ଅପ୍‌ ମଡେଲ ର ଟାଇଟଲ ଜିତିକରି ଆମର ରାଏଜ ଆର ଦେଶ ର ଗୌରବ ବଢେଇଛନ । କରୋନା ମହାମାରି ଲାଗି ଇ ପ୍ରତିଯୋଗିତା ର୍ଭଚୁଆଲି କରାଯାଇଥିଲା ,ଫେସ୍‌ବୁକ୍‌ ଲାଇଭ୍‌ଥି ତାର ସବୁ ରାଉଣ୍ଡ ହେଇଥିଲା ।ତାର ଆଗରୁ ଅପେରା ମିସଅନ୍‌ଲାଇନ କୁଇନ,ଅପେରା ମିସଇଣ୍ଡିଆ ଗ୍ଲୋବାଲ ଲେଖେ ଭିନ ଭିନ ପ୍ରତିଯୋଗିତା ମାନେ ଅନଲାଇନ ହେଇଥିଲା ସେ ଭିତରୁ ଫାଇନାଲିଷ୍ଟ ବାଛବାର ଉତାରୁ ଅକ୍ଟୋବର ନେ ପ୍ରି-ଟ୍ରେନିଂ ହେଇଥିଲା ଆର୍‌ ନଭେମ୍ବର ୧ ନେ ଫାଇନାଲ ରାଉଣ୍ଡ କରାଯାଇଥିଲା । ଇ ପ୍ରତିଯୋଗିତାନେ ଭାରତ ଆର ଅଷ୍ଟ୍ରେଲିଆ ର ପ୍ରତିଯୋଗୀ ମାନେ ଭାଗ୍‌ ନେଇଥିଲେ । ବାକି ମାନକୁଁ ପଛେ ପକେଇକରି ମିମାଂସା ମେକ୍‌ଅପ୍‌ ମଡେଲ ଟାଇଟଲ ହାସଲ କରିଛନ ।