ବାହାରଲା ୨୦୨୧ ର ଛୁଟି ଲିଷ୍ଟ୍‌

ମେ ୬ ନୁ ଜୁନ୍‌ ୧୮ତକ୍‌ ବନ୍ଦ ରହେବା ସ୍କୁଲ୍‌

0

ଇ ବରଷ କରୋନା ସଂକ୍ରମଣ କେ ଦେଖିକରି ସବୁ ସ୍କୁଲ୍‌ ମାନେ ବନ୍ଦ କରାଯାଇଥିଲା । ହେଲେ ସ୍କୁଲ୍‌ ମାନେ ବନ୍ଦ ହେବାର୍‌ନୁ ଛୁଆ ମାନକଁର୍‌ ପାଠ୍‌ପଢା ମାଡ୍‌ ଖାଇ ଯାଇଛେ । ସେଥିର୍‌ ଲାଗି ରାଜ୍ୟ ସରକାର୍‌ ଆଏବା ବଛର୍‌ ସ୍କୁଲ୍‌ ଖୁଲବାର୍‌ କେ ନେଇକରି ଇହାଦେ ତକ୍‌ ଭିଲ୍‌ ଚୁପି ଜାରି ରଖିଛନ୍‌ । ଇ ନେଇକରି ଆଏବା ବଛର୍‌ ପାଠ୍‌ପଢା କେନ୍ତା ହିସାବେ ହେବା ? , ଛୁଟି ସମିୟା ନେ କ୍ଲାସ୍‌ ହେବା କି ନାଇ ହୁଏ?,ଇ ସବୁ ନେଇକରି ସମସ୍ତକଁର୍‌ ମନ ଭିତରେ କେତେ ପ୍ରକାରର୍‌ ପ୍ରଶ୍ନ ଉଠୁଛେ ।ହେଲେ ଇ ସବୁ ପ୍ରଶ୍ନ କେ ଆଖି ଆଗେ ରଖିକରି ମାଧ୍ୟମିକ୍‌ ଶିକ୍ଷା ନି୍‌୍‌ର୍ଦ୍ଦେଶାଲୟ ଆଡୁ ୨୦୨୧ ଲାଗି ଛୁଟି ଲିଷ୍ଟ୍‌ ବାହାରିଛେ । ଯେନ ଆଏବାର୍‌ ବରଷ୍‌ ର ସବୁ ଛୁଟି ର ତାଲିକା ଦିଆଯାଇଛେ ।

 

୨୦୨୧ ନେ ମାଧ୍ୟମିକ ବିଦ୍ୟାଲୟ ମାନେ ୮୨ଦିନ୍‌ ଛୁଟି ରହେବା । ଖରା ଛୁଟି ୩୮ ଦିନ୍‌ ମେ’୬ ନୁ ଜୁନ୍‌ ୧୮ ତକ୍‌ ହେବା । ୮୨ ଦିନ୍‌ ଛୁଟି ଭିତରୁ ୯ ଦିନ୍‌ ସବୁ ପୂଜା ଉତ୍ସବ୍‌ କରାଯିବା । ସରସ୍ୱତୀ ପୂଜା, ନେତାଜୀ ଜୟନ୍ତୀ,ଉତ୍କଳ ଦିବସ,ସ୍ୱାଧୀନତା ଦିବସ୍‌ ଇତ୍ୟାଦି ଦିନ ମାନକୁଁ ସ୍କୁଲ୍‌ ଖୁଲା ରହେବାର୍‌ ସାଙ୍ଗେ ସ୍କୁଲର୍‌ ଶିକ୍ଷକ୍‌ ଶିକ୍ଷୟତ୍ରୀ ମାନେ ସ୍କୁଲ୍‌ କେ ଆସ୍‌ବେ ।୨୦୨୧ ନେ ଖରା ଛୁଟି କେ ଛାଡିକରି ବାକି ୯ ଦିନ୍‌ ପୂଜା ଛୁଟି ରହେବା । ଅକ୍ଟୋବର୍‌ ୧୧ନୁ ୨୦ ତକ୍‌ ଦୁର୍ଗା ପୂଜା ଛୁଟି ଦିଆଯାଇଛେ । ଆର୍‌ ଡିସେମ୍ବର୍‌ ୨୩ ନୁ ୩୧ ତକ୍‌ ବଡଦିନ ଛୁଟି ରହେବା ବଲିକରି ସୂଚନା ଦିଆ ଯାଇଛେ । ଆର୍‌ ବାକି ଛୁଟି ସବୁ ଗୁଟେ ଦିନ ଲେଖା ରହିଥିବାର୍‌ ଜନା ପଡିଛେ । ଆର୍‌ ତାର୍‌ ସାଙ୍ଗେ ୨ଟା ଲୋକାଲ୍‌ ହଲିଡେ ଭିଲ୍‌ ରହିଛେ ।ସ୍କୁଲ୍‌ କର୍ମଚାରୀ ମାନେ ଜାନୁଆରୀ ୨୦ ଭିତରେ ଲୋକାଲ୍‌ ହଲିଡେ ର ଲିଷ୍ଟ୍‌ ବିଇଓ କଁର୍‌ ପାସେ ଦାଖଲ୍‌ କରବେ । ସେ ଭିତରେ ଫଗୁଣ ପୂନି , ସ୍ୱାଧିନତା ଦିବସ ,ଗୁରୁ ଦିବସ୍‌ ଆର୍‌ ଶିଶୁ ଦିବସ୍‌ ର ଛୁଟି ସବୁ ରବିବାର୍‌ ଦିନ ପଡୁଥିବାର୍‌ ନୁ ତାକେ ଛୁଟି ତାଲିକାନେ ରଖା ନାଇଯାଇ ।

Leave A Reply

Your email address will not be published.