ଏନସିବି ହାତେ ଟେଲି ଅଭିନେତ୍ରୀ

ଡ୍ରଗ୍ସ ଘିନୁଥିବାର ବେଲେ ଏନସିବି ହାତେ ଧରାପଡଲେ ଅଭିନେତ୍ରୀ ପ୍ରୀତିକା ଚୌହାନ

0

ବଲିଉଡନେ ଡ୍ରଗ୍ସ ଲିଙ୍କ ବାଦ୍ ଟେଲି ଇଣ୍ଡଷ୍ଟ୍ରୀନେ ଭିଲ ଡ୍ରଗ୍ସ ଲିଙ୍କ ଭଟାକେ ଆସିଛେ । ଟେଲି ଅଭିନେତ୍ରୀ ପ୍ରୀତିକା ଚୌହାନଙ୍କୁ ଡ୍ରଗ୍ସ ଘିନୁଥିବାର ବେଲେ ଏନସିବି ହାତେ ଧରା ପଡିଛନ୍ । ଡ୍ରଗ୍ସ ଛଡା ଗଂଞ୍ଜେଇ ଭିଲ ତାଙ୍କର ପାଶୁ ଜବତ କରିଛେ ଏନସିବି ।ମାମଲାନେ ମୁମ୍ବାଇର ବର୍ସୋଭା ସହରର ଆର ଝନକୁ ଭିଲ ଏନସିବି ଗିରଫ କରିଛେ । ଗିରଫ ବ୍ୟକ୍ତି ଫୈସଲଙ୍କର ପାଶୁ ୯୯ ଗ୍ରାମର ଗଂଜେଇ ଜବତ ହେଇଛେ । ଏନସିବି ଆଝି ମୁମ୍ବାଇର ଅନ୍ଧେରି ସାଙ୍ଗେ ଚାରଟା ଜାଗାନେ ଚଢାଉ କରିଥିବାର ବେଲେ ପ୍ରୀତିକା ରେଡ୍ ହେଣ୍ଡେଡ୍ ଧରାପଡିଛନ୍ । ପଛେ ତାଙ୍କୁ ଏନସିବି ଡ୍ରଗ୍ସ ଲିଙ୍କ ନେଇକରି ଗିରଫ କରିଥିଲା । ପ୍ରୀତିକା ଚୌହାନ୍ ଝନେ ଜନାଶୁନା ଟେଲି କଲାକାର ହେଇଥିବାର ବେଲେ ଖୋବଟେ ସିରିଏଲଥି କାମ କରିଛନ୍ । ସାବଧାନ ିଣ୍ଡିଆ, ସିଆଇଡି, ଦେବୋ କେ ଦେବ ମହାଦେବ ଲେଖେଁ ସିରିଏଲନେ ପହେଲାନୁ ନଜର ଆସିଛନ୍ ପ୍ରୀତିକା । ମାମଲାନେ କୋର୍ଟ ନଭେମ୍ବର ୮ ତକ୍ ବିଚାର ବିଭାଗୀୟ ହେପାଜତକେ ପଠେଇଛନ୍ ଗିରଫ ଦୁହି ଝନଙ୍କୁ ।

Leave A Reply

Your email address will not be published.