ପାତାଳି ମହୋତ୍ସବ ଉଦ୍‌ଘାଟିତ୍

ସୁବର୍ଣ୍ଣପୁର ପାତାଳି ମହୋତ୍ସବନେ ଚାଲିଛେ ଭାଗବତ୍ ପାରାୟଣ ଆରୁ କିର୍ତ୍ତନ୍‌

0

ସୁବର୍ଣ୍ଣପୁର ଉଲୁଣ୍ଡାନେ ଥିବାର ପାତାଳି ଶ୍ରୀକ୍ଷେତ୍ରନେ ଷୋଡଶ ପାତାଳି ମହୋତ୍ସବ ଉଦ୍‌ଘାଟିତ୍ ହେଇଯାଇଛେ । ଉଦଘାଟନି ମହୋତ୍ସବନେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖିଆ କୁନୁଆଁ ହେଇକରି ଆସିଥିବାର ବେଲକେ ଦୁଶରା ମଏନାତାଗୁନତା କୁନିଆଁ ଭିଲ୍ ସାମିଲ୍ ହେଇଥିଲେ । ଛଲିଆ ପାହାଡ ଉପରେ ପାରାୟଣ ମଣ୍ଡପନେ ଭାଗବତ ପାରାୟଣ ଚାଲିଛେ । ଇ ଅବସରନେ ୫୬ ପ୍ରହର ନାମଯଜ୍ଞ ଅନୁଷ୍‌ିଂତ୍ ହେଉଛେ । ମହନ୍ତ ବଂଶୀଧର ମହାରାଜ, କୋଟସମଲାଇ ବାହାରିପଡା ସଂକୀର୍ତନ୍ ଦଲ୍ ଇଠାନେ ଉପସ୍ଥିତ ରହିଥିଲେ । ସେଆଡେ ଭଜନ୍ ସଂଧ୍ୟାର ଭିଲ୍ ଆୟୋଜନ୍ କରାଯାଇଛେ ।

Leave A Reply

Your email address will not be published.