ଆରମ୍ଭ ହେଲା ଦେଶ୍‌ବ୍ୟାପି ଟିକାଦାନ୍ ପ୍ରକ୍ରିୟା

0

ଆଏଜ୍ ସାରା ଦେଶେ ମୂଲ୍ ହେଇଯାଇଛେ କରୋନା ଟିକାଦାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ୍‌ବ୍ୟାପି ଈ ଟିକାଦାନ୍ ପ୍ରକ୍ରିୟାର୍ ଆରମ୍ଭ ନେ ଦେଶ୍ ର ଲୋକମାନକୁଁ ସମ୍ବୋର୍ଦ୍ଧନ୍ କରିଛନ୍ । ଦେଶନେ ଦୁଇ ପ୍ରକାର୍ ର୍ କରୋନା ଟିକା ପ୍ରସ୍ତୁତ୍ କରାଯାଇଥିବାର୍ ବେଲେ ଆଏଜ୍ ସେ ଟିକା ଦାନ୍ କରାଯିବା । ପହେଲା ଫେଜ୍‌ନେ ମାଗଣା୍ ନେ ଟିକା ଦାନ୍ କରାଯିବା ବଲିକରି ମୋଦୀ କହିଛନ୍ ।

ଯେନମାନେ ଟିକା ତିଆରି କରିଛନ୍ ସେମାନକୁଁ ପହେଲା ଟିକାଦାନ୍ କରାଯିବା ଆର୍ ତାର ସାଙ୍ଗେ ଦେଶର୍ ସ୍ୱାସ୍ଥ୍ୟକର୍ମୀ ମାନକୁଁ ପହେଲା ଟିକାଦାନ୍ କରାଯିବା । ୧ କୋଟି ୬୫ ଲାଖ୍ କରୋନା ଟିକା ସବୁ ରାଏଜ୍ ମାନକୁଁ ଦିଆଯାଇଥିବାର୍ ବେଲ୍‌କେ ସବୁ ଟିକାଦାନ୍ କେନ୍ଦ୍ର ମାନକୁଁ ୧୦୦ ଜନକୁଁ ଟିକା ଦିଆଯିବା । ୧୮ ବୟସ ନୁ ଅଧିକା ଲୋକ ମାନକୁଁ ଟିକା ଦାନ୍ କରାଯିବା । ସବୁ କେନ୍ଦ୍ର ମାନକୁଁ ସକାଲର୍ ୯ ନୁ ସନ୍ଧ୍ୟା ୫ ବଜେ ତକ୍ ଟିକା ଦାନ୍ କରାଯିବା । ଦେଶ୍ ନେ ୨୯୩୪ ଟା ଟିକାଦାନ୍ କେନ୍ଦ୍ର କରାଯାଇଥିବାର୍ ବେଲ୍‌କେ ଆମର୍ ରାଏଜ୍ ନେ ୧୬୧ ଟା କେନ୍ଦ୍ର କରାଯାଇଛେ ।

Leave A Reply

Your email address will not be published.