Browsing Tag

bheden baragrah

ହାତୀ ଗୁହୁଡା ଲାଗି ଅନ୍ଧାରେ କାଟୁଛନ୍ ଦିନ୍‌

ଅମଲ ସମିଆଁ ଆଏଲେ ହାତୀ ଉତ୍ପାତ୍ ବଢିଯାଇସି । ଧାନ୍ ଖାଏବାର ଲାଗି ଗୁହୁଡା ଗୁହୁଡା ହେଇକରି ଗାଁମୁହାଁ ହେଇଥିସନ୍ ହାତୀ । ବରଗଡ଼ନେ ଗଲା ମଙ୍ଗଲବାରନୁ ହାତୀ ଗୁହୁଡା ଆସିକରି କ୍ଷେତ୍ ଭିତରକେ ପଶିକରି ଧାନ୍ ଫସଲ୍ ନଷ୍ଟ୍ କରୁଛନ୍ । ଜିଲ୍ଲାର ପପଙ୍ଗା, ମହୁଲପାଲି, ରେମଣ୍ଡା ଅଂଚଲ ମାନକେ ହାତୀ…