ହୋଲି ଲାଗି କଡା ନିୟମ୍ ଲା୍‌ଗୁ କର୍‌ଲେ ରାଜ୍ୟ ସରକାର୍

0

କରୋନା ସଂକ୍ରମଣ ବଢୁଥିବାର୍ ଦେଖିକରି ରାଜ୍ୟ ସରକାର୍‌କଁର୍ ବୈଷୟିକ୍ କମିଟି ଆଡୁ ହୋଲି ଖେଲ୍ ଉପ୍‌ରେ କଟକଣା ଲଗାବାର୍ ଲାଗି ରାଜ୍ୟ ସରକାର୍‌କୁଁ ଚିଠି ଦେଇଥିଲେ । ରଙ୍ଗ୍ ଖେଲ୍ ନେ କରୋନା ସଂକ୍ରମଣ ବଢବାର୍ ଡର୍ ରହିଥିବାର୍ ନୁ ହୋଲି ପରବ୍ ଉପ୍‌ରେ ରୋକ୍ ଲଗେଇଛନ୍ ରାଜ୍ୟ ସରକାର୍ । କରୋନା ଲାଗି ହୋଲି ଆର୍ ଦୋଲ ପରବ୍ ପାଳନ୍ ନାଇ କର୍‌ବାର୍ ଲାଗି ରାଜ୍ୟ ସରକାର୍ ନର୍ଦ୍ଦେଶ୍ ଦେଇଛନ୍ । ରାଏଜ୍ ନେ ବି ଇହାଦେ ଦିନ୍ କେ ଦିନ୍ କରୋନା ସଂକ୍ରମିତ୍ ସଂଖ୍ୟା ବଢୁଥିବାର୍ ବେଲ୍‌କେ ସେ ନେଇକରି ରାଜ୍ୟ ସରକାର୍ ହୋଲି ଉପ୍‌ରେ କଡା କଡି ହିସାବେ ରୋକ୍ ଲଗେଇଛନ୍ । ଆର୍ ସେ ନେଇକରି କେତେଟା ଗାଇଡଲାଇନ୍ ଜାରି କରିଛନ୍ । ଗାଇଡଲାଇନ୍ ହିସାବେ ସର୍ବସାଧାରଣ ଜାଗା ମାନକୁଁ ରଂଙ୍ଗ୍ ଖେଲ୍ କେ ମନା କରାଯାଇଛେ ।

ତାର୍ ସାଙ୍ଗେ ଦୋଲ ଯାତ୍‌ରା ଥି କେନସି ଧାର୍ମିକ୍ କି ସାଂସ୍କୃତିକ୍ କାର୍ଯ୍ୟକ୍ରମ୍ କର୍‌ବାର୍ ଲାଗି ବାରଣ୍ କରାଯାଇଛେ । ସେନେଇକରି ଆଏଜ୍ ରିଲିଫ୍ କମିଶନର୍‌କଁର୍ ଆଡୁ ନିର୍ଦ୍ଦେଶ୍ ଦିଆଯାଇଛେ । ଆର୍ ଇ ନିୟମ୍ ଯେନ୍ତା କଡା କଡି ହିସାବେ ପାଲନ୍ କର୍‌ବେ ଲୋକ୍ ସେ ନେଇକରି ସବି ଜିଲ୍ଲାପାଳ ଆର୍ ମହାନଗର୍ ନିଗମ୍ ର୍ କିମିଶନର୍ ମାନକୁଁ ମୂଖ୍ୟ ଶାସନ୍ ସଚିବ୍ ନିର୍ଦ୍ଦେଶ୍ ଦେଇଛନ୍ । ହୋଲି ପରବ୍ କେ ଲୋକ୍ ମାନେ ସମସ୍ତକୁଁ ରଙ୍ଗ୍ ଲଗେଇଥିସନ୍ ଯେନଥି ସାମାଜିକ୍ ଦୂରି କେ ମାନବାର୍ କି ମୁହେଁ ମାସ୍କ୍ ପିନ୍ଧିକରି ହୋଲି ଖେଲ୍‌ବାର୍‌ଟା ଅସମ୍ଭବ ଆଏ ।

Leave A Reply

Your email address will not be published.