ଭାରତ-ଇଂଲଣ୍ଡ ଦୁଇ ନମ୍ବର୍ ଟେଷ୍ଟ୍‌, ପହେଲା ଦିନ ଭାରତ ୩୦୦/୬ ; ରୋହିତ୍ ଶର୍ମା ୧୬୧

0


ଭାରତ ଆର୍ ଇଂଲଣ୍ଡ ଭିତରେ ଚାଲିଥିବାର୍ ଟେଷ୍ଟ ସିରିଜ୍‌ର ଦୁଇ ନମ୍ବର୍ ମ୍ୟାଚ୍ ଚେନ୍ନେଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ନେ ମୂଲ୍ ହେଇଯାଇଛେ । ପହଲା ଦିନର୍ ଖେଲ୍ ସର୍‌ବାର୍‌ତକ୍ ଭାରତର୍ ୬ ଜନ୍ ବ୍ୟଟ୍ସମ୍ୟାନ୍ ଆଉଟ୍ ହେଇକରି ୩୦୦ ରନ୍ ହେଇସାରିଛେ । ଇହାଦେ ଭାରତ ଆଡୁ ରିଷଭ୍ ପନ୍ଥ ୩୩ ଆର୍ ଅକ୍ଷର୍ ପଟେଲ୍ ୫ ରନ୍ କରିକି ଅପରାଜିତ୍ ଅଛନ୍ ।


ଆଜି ଟସ୍ ଜିତିକରି ଭାରତ ପହେଲା ବ୍ୟଟିଂ କରିଥିଲା ବାକି ଆରମ୍ଭ୍‌ଟା ଭଲ୍ ହିସାବେ ନାଇଁ ହେଇଥାଇ । ଶୁଭମନ୍ ଗିଲ୍‌, ପୂଜାରା ଆର୍ କୋହଲି ଆଏଜ୍ ଜଲଦି ଜଲଦି ଆଉଟ୍ ହେଇଯାଇଥିଲେ । ବାକି ଗୁଟେ ଆଡୁ ରୋହିତ୍ ଶର୍ମା ବହୁତ୍ ଭଲ୍ ବ୍ୟାଟିଂ କରିଥିଲେ । ତାଁକର୍ ସାଙ୍ଗେ ରାହଣେ ମିଶିକରି ଭାରତର୍ ଇନିଂସ୍‌କେ ସମ୍ଭାଲିଥିଲେ । ରୋହିତ୍ ୧୬୧ ଆର୍ ରାହାଣେ ୬୭ ରନ୍ କରିକି ଆଉଟ୍ ହେଇଥିଲେ । ୩୦୦ ରନ୍ କରିକି ଭାରତ ଭଲ୍ ସ୍ଥିତିନେ ଅଛେ ଆର୍ ଆଏବାର୍ କାଲି ଯଦି ପନ୍ଥ ଭଲ୍‌ସେ ଖେଲନ୍ ବେଲେ ଭାରତର ସ୍ଥିତି ଆହୁରି ଭଲ୍ ହେଇଯିବା ।

Leave A Reply

Your email address will not be published.