ଉତ୍ତରାଖଣ୍ଡନେ ଫାଟ୍‌ଲା ଗ୍ଲେସିୟର୍

0

ଉତ୍ତରାଖଣ୍ଡର୍ ଚମୋଲି ଜିଲ୍ଲାନେ ଜୋଶୀ ମଠର୍ ୩୦ କିଲୋମିଟର୍ ଆଗକେ ଗୁଟେ ଗ୍ଲେସିୟର ଫାଟି ଯାଇଛେ । ସେନେ ଧଉଲିଗଙ୍ଗା ଠାନେ ଚାଲିଥିବାର୍ ବହୁତ୍ ଋଷିଗଙ୍ଗା ପାୱାର୍ ପ୍ରୋଜେକ୍ଟ୍ ଆର୍ ଆଖେ ପାଖେ ଚାଲିଥିବାର୍ ବହୁତ୍‌ଟେ ପ୍ରୋଜେକ୍ଟ୍‌ର ବହୁତ୍ କ୍ଷତି ହେଇଛେ । ବିଷ୍ଣୁଗଙ୍ଗା ପ୍ରୟାଗ୍‌ରେ ପାଏନ୍ ବହୁତ୍‌ଟେ ବଢି ଯାଇଛେ ଆର୍ ହେଥିର୍ ଲାଗି ଅଲକ୍‌ନନ୍ଦା ନଦୀନେବି ବହୁତ୍ ଜୋର୍‌ସେ ପାଏନ୍ ଆସୁଛେ । ହେଥିର୍ ଲାଗି ଋଷିକେଶ୍‌ନୁ ମୂଲ୍ କରି ଶ୍ରୀନଗର୍‌ତକ୍ ରେଡ୍ ଏଲର୍ଟ ଜାରୀ କରିଦିଆ ଯାଇଛେ । ସେନକେ ଏସ୍‌ଡିଆର୍‌ଫ୍‌ର ଟିମ୍ ପହଞ୍ଚିକରି ଲୋକବାକ୍ ମାନକୁ ବଞ୍ଚାବାର୍‌ନେ ଲାଗିପଡିଛନ୍ । ଇହାଦେ ତକର୍ କେତେ କାଣା କ୍ଷୟକ୍ଷତି ହେଇଛେ ଯେ ସେଟକେ ନେଇକରି ପ୍ରଶାସନ୍ ଆଡୁ କିଛି ସୁଚନା ନାଇଁ ଯିବାର୍ ତାଲି ବାକି ଯେନ୍ ହିସାବେ ପାଏନ୍ ବଢୁଛେ ବହୁତ୍‌ଟେ ଲୁକଙ୍କର୍ ଜାନ୍‌ଜୀବନ୍ ଯେଇଥିବାର୍ ଆର୍ ବହୁତ୍ କ୍ଷୟକ୍ଷତି ହେଇଥିବାର୍ ଆଶଙ୍କା କରାଯାଉଛେ ।

Leave A Reply

Your email address will not be published.