Browsing Tag

chaitra mangalbar puja

ଚଇତ୍ ମଙ୍ଗଲବାରେ କେନ୍ତା ପୂଜା ପାଉଛନ୍ ମାଁ ମଙ୍ଗଲା

ଆଏଜ୍ ହେଉଛେ ଚଇତ୍ ମଙ୍ଗଲ୍‌ବାର୍ ର ଶେଷ୍ ପାଲି । ଆର୍ ବରଗଡ୍‌ନେ ଘରେ ଘରେ ମା ମଙ୍ଗଲାକୁଁ ପୂଜା କରୁଛନ୍ ଘରର୍ ମାଁ ଭୂଆଷେନ୍ ମାନେ । ଚଇତ୍ ମଙ୍ଗଲବାର୍ ଦିନ ମା ମଙ୍ଗଲାକୁଁ ଘରର୍ ଶୁଭ୍ ମନାସି କରି ପୂଜା କରାଯାଇଥିସି ସେନ୍ତା ମାଁ ମଙ୍ଗଲାକୁଁ ଘରର୍ ଦାଣ୍ଡ୍ ମୁହେଁ ପୂଜା କରିକିନା ଦୂବ୍‌,…