ଓଡିଶା ହେଲା ‘ବେଷ୍ଟ୍‌ ମରିନ୍‌ ଷ୍ଟେଟ୍’‌

‘ବେଷ୍ଟ୍‌ ଇନ୍‌ଲାଣ୍ଡ୍‌ ଜିଲ୍ଲା ' : କଲାହାଣ୍ଡି

0

କେନ୍ଦ୍ର ମାଛ୍‌ ଆର୍‌ ପଶୁ ପାଲନ୍‌ ମନ୍ତ୍ରାଲୟ ଆଡୁ ଓଡିଶାକେ ‘ବେଷ୍ଟ୍‌ ମରିନ୍‌ ଷ୍ଟେଟ୍‌ ‘ର ମାନ୍ୟତା ମିଲିଛେ । ଆଏବାର୍‌ ୨୧ ତାରିଖ୍‌ ନେ ପାଲନ କରାଯାଉଥିବାର୍‌ ବିଶ୍ୱ ମତ୍ସ୍ୟ ଦିବସ୍‌ନେ ଓଡିଶାକେ ୧୦ ଲାଖ୍‌ ଟକାଁର୍‌ ପୁରଷ୍କାର୍‌ ଦିଆଯିବା । ଆର୍‌ ପଶ୍ଟିମ୍‌ ଓଡିଶାର୍‌ କଲାହାଣ୍ଡି ଜିଲ୍ଲା କେ ଭିଲ୍‌ ‘ବେଷ୍ଟ୍‌ ଇନ୍‌ଲାଣ୍ଡ୍‌ ଜିଲ୍ଲାର୍‌ ‘ର୍‌ ମାନ୍ୟତା ମିଲିଛେ । ସେଥିର୍‌ଲାଗି କଲାହାଣ୍ଡି ଜିଲ୍ଲା କେ ଭିଲ୍‌ ପୁରଷ୍କାର୍‌ ଆକାର୍‌ନେ ୩ ଲାଖ୍‌ ଟକାଁ ଦିଆଯିବା । ଗଲା ଅକ୍ଟେ୍‌ାବର୍‌ନେ ପୁରୀ ସି ବିଚ୍‌ କେ ବ୍ଲୁ ଫ୍ଲାଗ୍‌ ର ମାନ୍ୟତା ମିଲିଥିଲା । ଯେନଟାକି ‘ଏଫ୍‌ଇଇ’ ଆଡୁ ପୁରୀ ସାଙ୍ଗେ ଆର୍‌ ୮ଟା ସି ବିଚ୍‌କେ ଭିଲ୍‌ ଇ ମାନ୍ୟତା ମିଲିଥିଲା । ରାଏଜ୍‌ ର ୪୮୦ କିଲୋମିଟର୍‌ ତକ୍‌ ସି ବିଚ୍‌ ରହିଥିବାର୍‌ନୁ ପର୍ଯ୍ୟଟନ୍‌ ଆର୍‌ ମାଛ୍‌ ବେପାର୍‌ ଲାଗି ବହୁତ୍‌ ଲାଭ୍‌ ହେଉଛେ ।

 

Leave A Reply

Your email address will not be published.