ସମ୍ବଲପୁର୍ ଟାଉନ୍‌କେ କେନ୍ତା ହିସାବେ କରାଗଲା ସାନିଟାଇଜ୍

0

ସମ୍ବଲପୁର୍ ଜିଲ୍ଲାନେ ଫି ଦିନ୍ କରୋନା ସଂକ୍ରମଣ ବଢୁଥିବାର୍ ନୁ ସମ୍ବଲପୁର୍ ଟାଉନ୍ କେ ଜିଲ୍ଲା ପ୍ରଶାସନ୍ ଆଡୁ ସେନିଟାଇଜ୍ କରାଯାଇଛେ । ସମ୍ବଲପୁର୍ ଜିଲ୍ଲାର୍ ସବୁ ଯାଗା ଗଲି ମାନକୁଁ ସବୁଆଡେ ସେନିଟାଇଜ୍ କରାଯାଇଛେ । ଯେନଥିର୍ ଲାଗି କରୋନା ସଂକ୍ରମଣ ଟିକେ କମ୍ ହେଇପାର୍‌ବା । ସେଥିର୍ ଲାଗି ଯଦି କରୋନା ସଂକ୍ରମଣ ଏନ୍ତା ବଢବା ତ ଟାଉନ୍ କେ ବାରମ୍ବାର୍ ସେନିଟାଇଜ୍ କରାଯିବା ବଲି ସୂଚନା ମିଲିଛେ । ସମ୍ବଲପୁର୍ କେନ୍ତା ହିସାବେ ସେନିଟାଇଜ୍ ହେଉଛେ ଦେଖ୍‌ମା ପହରାର୍ ଇ ଭିଡିଓନେ ।

Leave A Reply

Your email address will not be published.