ମାର୍ଚ୍ଚ ୧ନୁ ଦୁଇ ନମ୍ବର ଖେପ୍ ଟିକାକରଣ

ଦୁଇ ନମ୍ବର ଖେପ୍‌ନେ ବୟସ୍କ ଲୋକ ମାନକୁଁ କରୋନା ଟିକା ଦିଆଯିବା

0

ମାର୍ଚ୍ଚ ୧ ତାରିଖନୁ ଦୁଇ ନମ୍ବର ଖେପ୍ କରୋନା ଟିକା ଆରମ୍ଭ ହେବା । ଇଥର ବୟଷ୍କ ଲୋକ ମାନକୁଁ କରୋନା ଟିକା ଦିଆଯିବା । ୪୫ ବରଷ୍‌ନୁ ଅଏତକା ବରସର ବ୍ୟକ୍ତି ଆରୁ ଭିନ୍ ଭିନ୍ ରୋଗନେ ପଡିଥିବାର ରୋଗୀକୁଁ ଟିକା ଦିଆଯିବା । ୩ଟା ଖେପ୍ ହେଇକରି ଇମାନକଁର କରୋନା ଟିକାକରଣ କରାଯିବା । ଭୁବନେଶ୍ୱରନେ ୨୨ଟା ହସ୍ପିଟାଲନେ ଟିକାକରଣ କରାଯିବାକେ ଥିବାର ବେଲକେ ବିଏମସି ଆଡୁ ପ୍ରସ୍ତୁତି ଶେଷ୍ ହେଇଛେ ।

୧୦ଟା ଘରୋଇ ମେଡିକାଲ ଆରୁ ୧୨ଟା ସରକାରୀ ମେଡିକାଲନେ ଟିକା ଦିଆଯିବା । ସରକାରୀ ମେଡିକାଲନେ ମାହାଲିଆନେ ଟିକାକଣର ବେବସ୍ଥା କରାଯାଇଥିବାର ବେଲକେ ଘରୋଇ ମେଡିକାଲନେ ପଏସା ଦେବାର ଲାଗି ପଡବା । ଘରୋଇ ମେଡିକାଲ ମାନକେ ଶହେ ଟଙ୍କା ଦେଇକରି ଟିକା ନେଇପାରବେ । ଫି ଦିନ୍ ଗୁଟେ ଗୁଟେ ମେଡିକାଲନେ ୬୦ ଜନକୁଁ ଟିକା ଦିଆଯିବାର ବେବସ୍ଥା କରାଯାଇଛେ । ଟିକା ନେବାର ଲାଗି ଅରୋଗ୍ୟ ସେତୁ ଆରୁ କୋଭିଡ୍ ନ୍ୟୁ ପୋର୍ଟାଲ ୨.୦ନେ ରେଜିଷ୍ଟ୍ରେସନ୍ କରିପାରବେ । ଦୁଶରା ଆଡେ ଆଗଧାଡିର କରୋନା ଯୋଦ୍ଧା ମାନକଁର ଟିକାକରଣ ଜାରି ରହେବା ।

Leave A Reply

Your email address will not be published.