ଚଇତ୍ ମଙ୍ଗଲବାରେ କେନ୍ତା ପୂଜା ପାଉଛନ୍ ମାଁ ମଙ୍ଗଲା

0

ଆଏଜ୍ ହେଉଛେ ଚଇତ୍ ମଙ୍ଗଲ୍‌ବାର୍ ର ଶେଷ୍ ପାଲି । ଆର୍ ବରଗଡ୍‌ନେ ଘରେ ଘରେ ମା ମଙ୍ଗଲାକୁଁ ପୂଜା କରୁଛନ୍ ଘରର୍ ମାଁ ଭୂଆଷେନ୍ ମାନେ । ଚଇତ୍ ମଙ୍ଗଲବାର୍ ଦିନ ମା ମଙ୍ଗଲାକୁଁ ଘରର୍ ଶୁଭ୍ ମନାସି କରି ପୂଜା କରାଯାଇଥିସି ସେନ୍ତା ମାଁ ମଙ୍ଗଲାକୁଁ ଘରର୍ ଦାଣ୍ଡ୍ ମୁହେଁ ପୂଜା କରିକିନା ଦୂବ୍‌, ଚାଉଲ୍ ଆର୍ ପଣା ଢାଲି କରି ପୂଜା କରାଯାଇଥିସି । ଚଇତ୍ ମଙ୍ଗଲବାର୍ କର୍‌ଲେ ମାଁ ମଙ୍ଗଲାକଁର୍ ଆର୍ଶିବାଦ୍ ନୁ ଘରର୍ ସବୁ ଭଲ୍ ହେଇଥିସି ବଲିକରି ଲୁକକଁର୍ ବିଶ୍ୱାସ୍ ରହିଛେ । ତ ଇ ଚଇତ୍ ମଙ୍ଗଲବାର୍ ପୂଜା କାଏଁଯେ କରାଯାଇଥିସି ଆର୍ ତାର୍ ପୂଜା ବିଧି କାଣା କାଣା ରହିଛେ ଦେଖ୍‌ମା ପହରାର୍ ଇ ଭିଡିଓନେ ।

Leave A Reply

Your email address will not be published.