ମହିଲା ସଂରକ୍ଷଣ ବିଲ୍ ପାରିତ ଲାଗି ଦାବି

ରାଜ୍ୟସଭା ବିଜେଡି ସାଂସଦ ସସ୍ମିତ ପାତ୍ର ଶୂନ୍ୟକାଲନେ ଉଠାଲେ ମହିଲା ସଂରକ୍ଷଣ ବିଲ୍ ପ୍ରସଙ୍ଗ

0

ରାଜ୍ୟସଭାନେ ମହିଲା ସଶକ୍ତିକରଣ ପ୍ରସଙ୍ଗ ଉଠାଲା ବିଜେଡି । ମହିଲା ସଂରକ୍ଷଣ ବିଲ୍ ପାରିତ୍ କରବାର ନେଇକରି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାର ଶୂନ୍ୟକାଲନେ ଦାବି ରଖିଛନ୍ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଲାକଁର ବିକାଶ ଆରୁ ତାକଁର ସୁରକ୍ଷା ଦିଗନେ ସବୁବେଲେ କାମ୍ କରି ଆସୁଥିବାର ବେଲକେ ମହିଲା ସଂରକ୍ଷଣ ବିଲ୍ ପାସ କରବାର ଲାଗି ବହୁତ୍ ଥର ଦାବି କରିଆସୁଛନ୍ । ଦେଶନେ ମହିଲାକଁର ସାମାଜିକ, ଅର୍ଥନୈତିକ, ଆରୁ ରାଜନୈତିକ ସଶକ୍ତିକରଣର ଦରକାର ଥିବାର କହିଆସୁଛନ୍ ମୁଖ୍ୟମନ୍ତ୍ରୀ । ଗଲା ଲୋକସଭା ନିର୍ବାଚନନେ ବିଜେଡି ୩୩ ପ୍ରତିଶତ ମହିଲାକୁଁ ପ୍ରାର୍ଥୀ କରିଥିଲା । ସେଆଡେ ସାମାଜିକ୍ ଆରୁ ଅର୍ଥନୈତିକ୍ ସଶକ୍ତିକରଣ ଲାଗି କେନ୍ଦ୍ର ସରକାର ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମ୍‌କେ ମଡେଲ ହିସାବେ େଯୋଜନା କରବାର ଲାଗି ଭିଲ୍ ଦାବି କରାଯାଇଛେ । ମିଣଶନ ଶକ୍ତି ଆଡୁ ଓଡ଼ିଶାର ପ୍ରାୟ ୮୦ ଲାଖ୍ ମହିଲା ଉପକୃତ ହେଇଛନ୍ ।

Leave A Reply

Your email address will not be published.