‘ଇସ୍ରୋ’ ର୍‌ ସ୍ୱଦେଶୀ ‘ଜିପିଏସ୍‌’ କେ ମିଲ୍‌ଲା ‘ଆଇଏମଓ’ର ସ୍ୱୀକୃତି

0

ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂସ୍ଥା ) ତିଆରି କରିଥିବାର୍‌ ଗୁଟେ ସ୍ୱଦେଶୀ ‘ଜିପିଏସ୍‌’କେଣ୍ଟନ୍ୟାସ୍‌ନାଲ୍‌ ମେରିଟାଇମ୍‌ ଅର୍ଗାନାଇଜେସନ୍‌ (ଆଇଏମ୍‌ଓ) ଆଡୁ ସ୍ୱୀକୃତି ଦିଆଗଲା । ତାର୍‌ ନାଁ ‘ନେଭିଗେସନ୍‌ ୱିଥ୍‌ ଇଣ୍ଡିଆନ କନଷ୍ଟେଲେସନ୍‌’ ଏନ୍‌ଭିଆଇସି ରଖାଯାଇଛେ । ଯେନଟା ଗୁଟେ ‘ଜିଏସ୍‌ପି’ ୱର୍ଲଡ୍‌-ୱାଇଡ ରେଡିଓ ନେଭିଗେସନ୍‌ ସିଷ୍ଟମ୍‌ (ଡବ୍ଲୁ ଡବ୍ଲୁ ଆର୍‌ଏନ୍‌ଏସ୍‌) ର ଉପକରଣ୍‌ ହିସାବେ ବ୍ୟବହାର୍‌ କରାଯିବା । ଯେନଥିର୍‌ ଲାଗି ଭାରତ ନିଜର୍‌ ‘ନେଭିଗେସନ୍‌ ସାଟେଲାଇଟ୍‌ ସିଷ୍ଟମ୍‌’ ଥିବାର୍‌ ଦେଶ୍‌ ହିସାବେ ବିଶ୍ୱର୍‌ ୪ନଂ ରାଷ୍ଟ୍ର ହେଇପାରିଛେ ।

 

ଆଗରୁ ‘ଆଇଏମଓ’ ସ୍ୱୀକୃତି ପାଇଥିବାର୍‌ ରାଷ୍ଟ୍ର ହିସାବେ ଯୁକ୍ତରାଷ୍ଟ୍ର ଆମେରିକା ,ରୁଷ୍‌ ଆର୍‌ ଚୀନ୍‌ ଥିଲା । ଇସ୍ରୋ ର ଜିପିଏମ୍‌ ସାହାଯ୍ୟନେ ସାମୁଦ୍ରନେ ଦିଗ୍‌ ମାପବାର୍‌ ,ଜିଓଡେସି ,ସର୍ବକ୍ଷେଣ ଇତ୍ୟାଦିର୍‌ କାମ୍‌ କରାଯାଇପାର୍‌ବା । ଗଲା ମାସେ ହେଇଥିବାର୍‌ ‘ଆଇଏମ୍‌ଓ’   ମେରିଟାଇମ୍‌ର ସେପ୍ଟି କମିଟିର୍‌ ୧୦୨ ଅଧିବେଶନରେ ‘ଏନଭିଆଇସି’କେ ସ୍ୱୀକୃତି ମିଲିଥିଲା ବଲି ଇସ୍ରୋ ଆଡୁ ସୂଚନା ମିଲିଛେ । ଇସ୍ରୋ ର ବୈଷୟିକ୍‌ ସହଯୋଗ୍‌ ନୁ ବନ୍ଦର୍‌ ମନ୍ତ୍ରାଲୟ ,ଜାହାଜ ଚଲାଚଲ ଆର୍‌ ଜଲପଥର୍‌ ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିପିଙ୍ଗ୍‌ ଆଡୁ ଇଟା ଆଇଏମଓ ନେ ଉପସ୍ଥାପିତ୍‌ କରାଯାଇଥିଲା

Leave A Reply

Your email address will not be published.