ଗୀତ୍‌ ଗାଇକରି କରୁଛନ୍‌ ସଚେତନ୍‌

ଏସ୍‌ଏଚ୍‌ଜି ମହିଲା୍‌ଙ୍କର ନୁଆ ପ୍ରୟାସ

0

ମହିଲା ମାନେ ଇହାଦେ ସବୁ କ୍ଷେତ୍ରନେ ଆଗେ ରହୁଛନ ଆର ମହିଲା ମାନକୁଁ ଆତ୍ମନିର୍ଭର କରବାରଲାଗି ଆମର ରାଜ୍ୟ ସରକାର ଭିଲ ମହିଲା ସ୍ୱୟଂସହାୟତ ଗୋଷ୍ଠୀ ମାନକେ ଉତ୍ସହିତ୍‌ କରୁଛନ । ସେନ୍ତା ସୋନପୁର ଜିଲ୍ଲା ସୁବର୍ଣ୍ଣପୁରନେ କୁଟସିଂହା ମା’ ଭୈରବୀ ମହିଲା ସ୍ୱୟଂ ସହାୟକ ଗୋଷ୍ଠୀ ର ମେମ୍ବର୍‌ ମାନେ କୋରୋନା ଲାଗି ଲୋକ୍‌ ମାନକୁଁ ଗୀତ୍‌ ଗାଇକରି ସଚେତନ କରୁଥିବାର ଦେଖ୍‌ବାକେ ମିଲିଛେ । ‘ଦେଖମା୍‌ ନ୍ୟୁଜ୍‌’ ନାମକ ଗୁଟେ କୋଶଲି କବିତା ଗାଇକରି ସେ ଗୋଷ୍ଠୀର୍‌ ଜନେ ମେମ୍ବର ଗାଁ ଗାଁ ବୁଲିକରି ସଚେତନ୍‌ ବାର୍ତା ଦେଉଛନ । ଆର୍‌ ତାର ସାଙ୍ଗେ ହାତେ ତିଆରି କରିଥିବାର ମାସ୍କ୍‌ ଭିଲ୍‌ ଫ୍ରି ଥି ବାଣ୍ଟୁଛନ୍‌ । ଖାଲି ହେତ୍‌କି ନୁହେଁ କରୋନା ଲାଗି ରାଏତ୍‌ ଦିନ୍‌ କାମ କରୁଥିବାର ପୁଲିସ ଆର ଅସହାୟ ମାନକୁଁ ଫଲ ଭିଲ୍‌ ବାଣ୍ଟୁଛନ । ଇ ସମିୟାନେ ମୁଖ୍ୟମନ୍ତ୍ରୀଙ୍କର ରିଲିଫ୍‌ ପାଣ୍ଠିନେ ସହାୟକ ରାଶି ଦେଇକରି ସବକର ପ୍ରଶଂସା୍‌ ପାଇଛନ୍‌ ।

Leave A Reply

Your email address will not be published.