Browsing Tag

chidambaram stadium

ମୂଲ୍ ହେଲା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌

ଭାରତ ଗୁଟେ କ୍ରିକେଟ୍ ପାଗଲ୍ ଦେଶ୍ ବଲିକରି ଦୁନିଆଁ ଜାନିଛେ । ଯଦି କେହେନି ଗୁଟେ ମାସେ କ୍ରିକେଟ୍ ବନ୍ଦ୍ ହେଇଯାଏସି ବଏଲେ ଲୁକେ ଉଠ୍ ବସ୍ ହେଇଯାଏସନ୍ । ବାକି କରୋନା ଲାଗି ଗଲା ବର୍ଷେ ହେଲା ଭାରତରେ କ୍ରିକେଟ୍ ନାଇଁ ହେଇ ପାରୁଥାଇ । ଆଇ-ପି-ଏଲ୍ ବି ଦେଶ୍ ଭିତରେ ନାଇଁ ହେଇକରି ୟୁଏଇ…