ମୂଲ୍ ହେଲା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌

କୋରୋନା ଲାଗି ବହୁତ୍ ଦିନ୍ ପରେ ଦେଶେ ପହେଲା କରି ମୂଲ୍ ହେଲା ଆର୍ନ୍ତଜାତୀୟ କ୍ରିକେଟ୍ ।

0

ଭାରତ ଗୁଟେ କ୍ରିକେଟ୍ ପାଗଲ୍ ଦେଶ୍ ବଲିକରି ଦୁନିଆଁ ଜାନିଛେ । ଯଦି କେହେନି ଗୁଟେ ମାସେ କ୍ରିକେଟ୍ ବନ୍ଦ୍ ହେଇଯାଏସି ବଏଲେ ଲୁକେ ଉଠ୍ ବସ୍ ହେଇଯାଏସନ୍ । ବାକି କରୋନା ଲାଗି ଗଲା ବର୍ଷେ ହେଲା ଭାରତରେ କ୍ରିକେଟ୍ ନାଇଁ ହେଇ ପାରୁଥାଇ । ଆଇ-ପି-ଏଲ୍ ବି ଦେଶ୍ ଭିତରେ ନାଇଁ ହେଇକରି ୟୁଏଇ ଠାନେ ହେଇଥିଲା । ଆର୍ ହେଥିର୍ ଲାଗି ଭାରତନେ କେବେ କ୍ରିକେଟ୍ ମ୍ୟାଚ୍ ମାନେ ଫେର୍ ଥରେ ଖେଲାଯିବାଯେ ସେଟାକେ ଟାକିଥିଲେ କ୍ରିକେଟ୍ ପ୍ରଶଂସକ ମାନେ । ହେତକି ଦିନର୍ ଅପେକ୍ଷା ପରେ ଭାରତକେ ଫେର୍ ଥରେ ଫିରିଛେ କ୍ରିକେଟ୍ । ଚେନ୍ନେଇନେ ଆଏଜ୍‌ଠାନୁ ଭାରତ୍ ଆର୍ ଇଂଲଣ୍ଡ ଭିତରେ ଟେଷ୍ଟ କ୍ରିକେଟ୍ ସିରିଜ୍ ମୂଲ୍ ହେଇଛେ ।


ଆଏଜ୍ ଟସ୍ ଜିତିକରି ଇଂଲଣ୍ଡ ପହେଲା ବ୍ୟାଟିଂ କରିଥିଲା । ଆଜିର୍ ମ୍ୟାଚ୍‌ଟା ଇଂଲଣ୍ଡର କ୍ୟାପ୍‌ଟେନ୍ ଜୋ ରୁଟ୍ ତାଁକର୍ ଶହେ ନମ୍ବର୍ ଟେଷ୍ଟ ମ୍ୟାଚ୍ ଖେଲୁଛନ୍ ଆର୍ ତାଁକର୍ ୨୦ ନମ୍ବର୍‌ବି ସେ ବନେଇ ସାରିଛନ୍ । ମ୍ୟାଚ୍‌ର ପହେଲା ଦିନର୍ ଖେଲ୍ ସରବାତକ୍ ଇଂଲଣ୍ଡ ୨୬୩/୩ରେ ବହୁତ୍ ଭଲ୍ ସ୍ଥିତିନେ ରହିଛେ । ରୁଟ୍ ୧୨୮ ରନ୍ କରିକି ଅପରାଜିତ୍ ଅଛନ୍ ତାଲି । ଭାରତ୍ ଆଡୁ ଜଶ୍‌ପ୍ରିତ୍ ବୁମ୍‌ରା ୨ଟା ଆର୍ ଅଶ୍ୱିନ୍ ଗୁଟେ ୱିକେଟ୍ ନେଇଛନ୍ । ଆସବାର୍ କାଲି ପହେଲା ସେସନ୍‌ରେ ଭାରତ ୱିକେଟ୍ ନେବାର୍ ଜରୁରୀ ଆଏ । ତାର୍ ପରେ ଭାରତର ବ୍ୟାଟ୍ସମ୍ୟାନ୍ ମାନକୁ ଭଲ୍ ହିସାବେ ବ୍ୟଟିଂ କରବାର୍‌କେ ପଡବା ।

Leave A Reply

Your email address will not be published.