ଓଡ଼ିଶା ଉପରେ ନାଇଁନ ବର୍ଷା ଅସର: ଏସଆରସି

ରାଏଜ ଉପରେ ବର୍ଷା କି ବଏଢର ଆଉ ନାଇଁନ ଡର

0

ଲଗାତାର ବର୍ଷା ଅସରନେ ରାଏଜର ଭିନ୍ ଭିନ୍ ଜାଗା ପ୍ରଭାବିତ ହେଇଛେ । ଗଜପତି ଆର ଗଂଜାମ ଜିଲ୍ଳାନେ ବର୍ଷା ଲାଗି ଖୋବଟେ କ୍ଷତି ହେଇଛେ । ଗଂଜାମର ୩ଟା ବ୍ଲକନେ ୩ଶହ ମିଲିମିଟରନୁ ଜହ ଥିବାର ରେକର୍ଡ ହେଇଛେ । ୧୬ଟା ଜିଲ୍ଲାନେ ଶହେ ମିଲିମିଟରନୁ ଜହ ବର୍ଷା ହେଇଛେ । ଜହ ବର୍ଷା ହେଇଥିଲେ ଭିଲ ଡରର କେନସି କାରଣ ନାଇଁନ ବଲି କହିଛନ୍ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା । ଓଡ଼ିଶା ଉପରେ ବର୍ଷାର କେନସି ଅସର ଆର ନାଇଁ ରହେ କି ବଏଢର ଡର ଭିଲ ନାଇଁନ ବଲି ସେ କହିଛନ୍ ।

ଆଏବାର ୧୨ ଘଂଟା ଭିତରେ ଲଘୁଚାପ ଦୁର୍ବଲ ହେବା । ଦକ୍ଷୀଣ ଉପକୂଳ ଓଡ଼ିଶାର ୫ଟା ଜିଲ୍ଲାନେ ର୍ବୋ ସମ୍ଭାବନା ଜହ ରହିଥିବାର ବେଲେ ଦୁଶରା ଜିଲ୍ଲାମାନକେ ପାଗ ଶୁଖା ରହେବା । ୭ ଦିନ ତକ୍ ବଡ ଧରଣର ବର୍ଷାର ସମ୍ଭାବନା ନାଇଁନ ବଲିକରି ସୂଚନା ରହିଛେ । ଋଷିକୂଲ୍ୟା ନଦୀନେ ପାଏନର ସ୍ତର ବଢିଥିଲେ ଭିଲ ବଏଢ ଡର ନାଇଁନ ବଲି ଏସଆରସି ସୂଚନା ଦେଇଛନ୍ ।

Leave A Reply

Your email address will not be published.